ସ୍ବପ୍ନରେ ବାପା-ମାଙ୍କୁ ଦେଖିବାର ଏହା ହେଉଛି ଅର୍ଥ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରାୟତଃ ସ୍ବପ୍ନରେ  ସେହି ଜିନିଷ ଦେଖିଥାଉ ଯାହା ବିଷୟରେ ଆମେ ଅଧିକ ଭାବିଥାଉ। କିନ୍ତୁ ବହୁବାର ସ୍ବପ୍ନ କିନ୍ତୁ ଅଲଗା ରହିଥାଏ। ଏହା ଜରୁରୀ ନୁହେଁ ଯେ, ଆମେ ଯାହା ଭାବୁଛୁ ଓ କରୁଛି ତାହା ଆମର ସ୍ବପ୍ନରେ ଆସି ସ୍ବପ୍ନ ହୋଇଦେଖାଯିବ। ଏମିତିବି ବହୁ ସ୍ବପ୍ନ ସତ ହୁଏନି କିନ୍ତୁ କିଛି ସ୍ବପ୍ନ ଏଭଳି ରହିଥାଏ, ଯାହାର ଅର୍ଥ ଖୁବ୍ ଉପଯୋଗୀ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ବହୁତ ସ୍ବପ୍ନ ରହିଛି ଯାହାର ଖୁବ୍ ଉପଯୋଗୀ କାରଣ ରହିଥାଏ। ଯଦି ସ୍ବପ୍ନରେ ମା-ବାପାଙ୍କୁ ଦେଖନ୍ତି ଅର୍ଥ ଖୁବ୍ ଭଲ ହେବାକୁ ଯାଉଛି।

କୁହାଯାଏ ଯେ, ସ୍ବପ୍ନରେ ଯଦି  ମା-ବାପା ଦୁହେଁ ଦେଖାଯାଆନ୍ତି ତେବେ ଏହାର ଅର୍ଥ ଖୁବ୍ ଶୁଭ। ଯଦି ଆପଣଙ୍କ ସ୍ବପ୍ନରେ ଅଧିକାଂଶ ସମୟ ମା’ଙ୍କୁ ଦେଖୁଛନ୍ତି ତେବେ​‌ ଜାଣିନିଅନ୍ତୁ ଯେ, ମା ଲକ୍ଷ୍ମୀଙ୍କ କୃପା ଖୁବ୍ ଶୀଘ୍ର ମିଳିବାକୁ ଯାଉଛି। ଯଦି କୌଣସି ମହିଳା ତାଙ୍କର ସ୍ବପ୍ନରେ ତାଙ୍କ ବାପାଙ୍କୁ ଦେଖନ୍ତି ତେବେ ଏହାର ଅର୍ଥ ତାଙ୍କ ସହିତ ତାଙ୍କର ବାପାଙ୍କର ସୁରକ୍ଷା ରହିଛି ଓ ତାଙ୍କୁ ତାଙ୍କର ବାପା ତାଙ୍କର ଯତ୍ନ ନେବେ। ତେଣୁ ତାଙ୍କୁ କୌଣସି ପ୍ରକାର ଚିନ୍ତା କରିବା ଅନୁଚିତ।

   ସମ୍ବନ୍ଧିତ ଖବର


ଯାତ୍ରା ସମୟରେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର , ତୁରନ୍ତ ସମସ୍ୟାରୁ ମୁକ୍ତି ପାଇବେ

ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ