PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ୧୦ ଜଣ ସଚିବଙ୍କୁ ମିଳିଲା ୧୦ ଜିଲ୍ଲା ଦାୟିତ୍ଵ, ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର କରିବେ ତଦାରଖ
  • ||
  • କୋରାପୁଟ: ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କଲା ପଟ୍ଟାଙ୍ଗି ପୋଲିସ, ୩ ଅଟକ
  • ||
  • ତିହିଡି: ନନ୍ଦପୁରବଜାରଠାରୁ ୨୩ ଲଷ ଟଙ୍କାର ବ୍ରାଉନ ସୁଗାର ଜବତ କଲା ପୁଲିସ
  • ||
  • ମାଲକାନଗିରି: ଘର ମାଲିକଙ୍କୁ ମିଠାରେ ନିଶାଦେଇ ଲୁଟିଲେ ଭଡାଟିଆ ଯୁବକ, ୩୫ ଲକ୍ଷ ଟଙ୍କାର ସୁନାଗହଣା ନେଇ ମାରିଲେ ଛୁ…
  • ||
  • କୋରାପୁଟ : ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ , ସୁଙ୍କି ଆଉଟ୍‌ ପୋଷ୍ଟ ନିକଟରୁ ଜବତ କଲା ପଟାଙ୍ଗି ପୁଲିସ୍‌
  • ||
  • ଦେଓଗାଁ ଥାନା ଅନ୍ତର୍ଗତ କଛାରପାଲି ନିକଟରେ ରାସ୍ତା କଡ଼କୁ ଓଲଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
  • ||
  • ମୟୁରଭଞ୍ଜ : ଶିଶୁ ଶ୍ରମିକ ଚାଲାଣ ବେଳେ ପୋଲିସର ଚଢାଉ, ଉଦଳା ବସଷ୍ଟାଣ୍ଡ ନିକଟରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଉଦଳା ପୋଲିସ, ୨ ମହିଳା ଦଲାଲ ଅଟକ
  • ||
  • ସମ୍ୱଲପୁର ଭିସୁଟ୍‌ରେ ୨୫ କୋଭିଡ୍‌ ପଜିଟିଭ୍‌ ପ୍ରସଙ୍ଗ -ଆଣ୍ଟିଜେନ୍‌ କିଟ୍‌ ଖରାପରୁ ରିପୋର୍ଟ ପଜିଟିଭ ଆସିଥିଲା , ଏନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା
  • ||
  • କୋହଲି ହାସଲ କଲେ ଖାସ୍‌ ସଫଳତା , ରୋନାଲ୍ଡୋଙ୍କର କ୍ଲବ୍‌ରେ ହେଲେ ସାମିଲ୍, ଇନ୍‌ଷ୍ଟାଗ୍ରାମ୍‌ରେ କୋହଲିଙ୍କ ଫଲୋୟରଙ୍କ ସଂଖ୍ୟା ୧୦୦ ମିଲିୟନରେ ପହଞ୍ଚିଲା
  • ||
  • ସମ୍ବଲପୁର: ବୁର୍ଲା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପଶିଲା କରୋନା , ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ସ୍କୁଲ ବନ୍ଦ
  • ||
  • ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଦେଉଳି ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଖଣିରେ ଚଢ଼ାଉ, ୭ଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ
  • ||
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ଆପଣଙ୍କ ନଖ କହିବ ଆପଣଙ୍କ ରୋଗ, ଏମିତି ହୋଇଛି ଯଦି ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ

https://m.dailyhunt.in/

ନୂଆଦିଲ୍ଲୀ ୨୭/୧: ଆପଣଙ୍କ ନଖରୁ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅନେକ ଜିନିଷ ଜାଣିହେବ । ସଫା ରଙ୍ଗାର ଟଚ୍, ହାଲୁକା ଗୋଲାପୀ ରଙ୍ଗ, ଭାଙ୍ଗି ଯାଇଥିବା ବା ମନକୁ ମନ ସାମାନ୍ୟ ଫାଟିଯାଉଥିବା ନଖ ଆପଣଙ୍କ ଶରୀରରେ ଅନେକ ରୋଗ ହେବାର ସଙ୍କେତ ଦେଇପାରେ । ଏଥିରେ ଲିଭର, ଫୁସଫୁସ୍ ଓ ହାର୍ଟ ଭଳି ରୋଗ ସାମିଲ । ଆସନ୍ତୁ ଜାଣିବା ଏମିତି ନଖ ହେବା କେଉଁ କେଉଁ ରୋଗ ସମ୍ପର୍କରେ ସଙ୍କେତ ଦେଇଥାଏ ।

ବହୁତ ହଳଦିଆ ନଖ ଗମ୍ଭୀର ରୋଗର ସଙ୍କେତ ଦେଇଥାଏ ଯଥା
୧-ଏନିମିଆ
୨- କଞ୍ଜେଷ୍ଟିଭ୍ ହାର୍ଟ ଫେଲିୟର
୩-ଲିଭର ସମସ୍ୟା
୪- ମାଲନ୍ୟୁଟ୍ରିସନ୍

ଯଦି ଆପଣଙ୍କ ନଖ ଅଧିକାଂଶ ଗଭୀର ରଙ୍ଗର ରିମ୍ ଧଳା ତେବେ ଲିଭର ସମସ୍ୟା ହେବାର ମଧ୍ୟ ଆଶଙ୍କା ରହିଥାଏ । ହେପାଟାଇଟିସ୍ ହେଲେ ମଧ୍ୟ ଆପଣଙ୍କ ଆଙ୍ଗୁଠି ହଳଦିଆ ପଡିଯାଏ । ଯାହା ଲିଭର ସମସ୍ୟାର ଏକ ସଙ୍କେତ ।

ହଳଦିଆ ନଖ
ହଳଦିଆ ନଖର ଅନେକ କାରଣ ମଧ୍ୟରୁ ଏକ ସାଧାରଣ କାରଣ ଫଙ୍ଗଲ ଇନଫେକ୍ସନ । ଏହି ଇନଫେକ୍ସନ ଅଧିକ ବଢିଲେ ନଖ ଭାଙ୍ଗିପାରେ ବା ଉପୁଡି ମଧ୍ୟ ପାରେ । ରେୟାର କେସରେ ନଖର ହଳଦିଆପଣ ଗମ୍ଭୀର ସମସ୍ୟା ହେବାର ମଧ୍ୟ ସଙ୍କେତ ଦେଇଥାଏ । ଯଥା ଥାଇରଏଡ୍ ରୋଗ, ଫୁସଫୁସ୍ ରୋଗ, ଡାଇବେଟିସ୍ ଓ ସୋରାୟସିସ୍ ଇତ୍ୟାଦି ।

ନଖରେ ଡାର୍କ ଲାଇନ୍
ଯଦି ଆପଣଙ୍କ ନଖରେ ଡାର୍କ ଲାଇନ୍ ଅଛି ତେବେ ଆପଣ ଖୁବ୍ ଶୀଘ୍ର ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ଏହା ମେଲେନୋମାରୁ ହୋଇଥାଏ ଯାହା କି ଏକ ଚର୍ମ କର୍କଟ ରୋଗ ।

ଯଦି ଏମିତି କିଛି ବି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।