ସୋସିଆଲ ମିଡିଆରେ ମୋଦିଙ୍କୁ ଧମକ ଦେଉଥିବା ଯୁବକ ଗୌହାଟିରୁ ଗିରଫ

ଗୌହାଟି ୨୩/୯: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଉଥିବା ଯୁବକକୁ ଆସାମ ପୁଲିସ ଗିରଫ କରିଛି । ଯୁବକ ଜଣକ ମୋଦିଙ୍କ ସମେତ ଆସମର ଅର୍ଥମନ୍ତ୍ରୀ ଡା. ହିମନ୍ତ ବିଶ୍ୱ ଶର୍ମାଙ୍କୁ ମଧ୍ୟ ସୋସିଆଲ ମିଡିଆ ଯୋଗେ ଧମକ ଦେଉଥିଲା ।

ଫେସ୍‌ବୁକରେ ଏକ ପୋଷ୍ଟ କରି ସେ ଲେଖିଥିଲା ଯେ, ୨୦୨୧ର ନିର୍ବାଚନ ରାଲିରେ ହିମନ୍ତ ଶର୍ମାଙ୍କ ମୃତ୍ୟୁ ହୋଇପାରେ । ଆତଙ୍କବାଦୀମାନେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟରେ ରଖିଛନ୍ତି । ହିମନ୍ତଙ୍କ ଜୀବନ ଏବେ ତାଙ୍କ ହାତରେ ଥିବା ଧମକ ଦେଇ ତାଙ୍କୁ ଯଥାଶୀଘ୍ର ଗୋଟିଏ ସରକାରୀ ଚାକିରି ଦେଲେ ସେ ଏଭଳି କରିବେନି ବୋଲି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲା ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now