ଦୋଳଯାତ୍ରାରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଗୋଡ଼େଇ ଗୋଡେଇ ଯୁବକଙ୍କୁ ପିଟିଲେ

ଭୁବନେଶ୍ୱର ୮/୩: ଲିଙ୍ଗିପୁରରେ ଦୋଳଯାତ୍ରା ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି କିଛି ଦୁର୍ବୃତ୍ତ । ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୋଡ଼ାଇ ପିଟିଛନ୍ତି । ଆକ୍ରମଣରେ ଲିଙ୍ଗିପୁରର ସନ୍ତୋଷ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏନେଇ ଧଉଳି ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ପୁଲିସ୍‌ ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଦୋଳଯାତ୍ରା ଦେଖିବାକୁ ସନ୍ତୋଷ ଯାଇଥିଲେ । ସେଠାରେ ତାଙ୍କ ଭାଇ ଏକ ଚା’ ଦୋକାନ ଦେଇଛନ୍ତି । ସନ୍ତୋଷ ଦୋକାନ ପାଖରେ ଠିଆ ହୋଇ ସାଙ୍ଗମାନଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ସେହି ଅଞ୍ଚଳର ନନ, ସଚିନ, ସତିଶ, ବୁବୁନାଙ୍କ ସମେତ ତାଙ୍କର ସହଯୋଗୀମାନେ ସେଠାକୁ ଯାଇଥିଲେ । ହଠାତ୍‌ ସନ୍ତୋଷକୁ ଗାଳିଗୁଲଜ କରିଥିଲେ । ସେ ପ୍ରତିବାଦ କରିବାରୁ ସଂପୃକ୍ତ ଯୁବକମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

   ସମ୍ବନ୍ଧିତ ଖବର


ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ