ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ସୁନା ବ୍ୟବସାୟୀଙ୍କୁ ଛୁରାମାଡ

ରାଉରକେଲା ୨୦।୧୧: ସୁନା ବ୍ୟବସାୟୀଙ୍କୁ ଛୁରାମାଡ। ଗୁରୁତର ଅବସ୍ଥାରେ ସୁନା ବ୍ୟବସାୟୀ ବିନାୟକ ପ୍ରସାଦଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି।  

ସୂଚନାଯୋଗ୍ୟ ଯେ, ରାତିରେ ଘରକୁ ଫେରିବା ବେଳେ ଗୋଲଘର ନିକଟ ଗଞ୍ଜାମପଲ୍ଲୀ ନିକଟରେ ଛୁରାମାଡ ହୋଇଛି। ବିନାୟକଙ୍କ ଶରୀରର ପାଞ୍ଚଟି ସ୍ଥାନରେ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି। ରାଉରକେଲା ମୁଖ୍ୟ ବଜାରରେ ଥିବା ନିଜ ଦୋକାନରୁ ଘରକୁ ଫେରୁଥିଲେ ।

ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପ୍ଲାଣ୍ଟସାଇଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ବାମନ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଆଉ ୫ ଦିନ ପରେ ନାଗାର୍ଜୁନ ବେଶ: ହରଚଣ୍ଡୀ ସାହି ଚକ୍ରକୋଟରେ ବେଶ ପ୍ରସ୍ତୁତି ଦେଖିଲେ ଅଧିକାରୀ

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ