ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକଜିଟ୍‌ ପୋଲ୍ ୨୦୨୪ : ୟୁପିରେ INDI ମେଣ୍ଟକୁ ବଡ଼ ଝଟକା , ବିଜେପିର ବାଜିମାତ୍

ନୂଆଦିଲ୍ଲୀ :  ଦେଶରେ ଲୋକସଭା ନିର୍ବାଚନର ପ୍ରକ୍ରିୟା ୭ଟି ପର୍ଯ୍ୟାୟରେ ଶନିବାର ଶେଷ ହୋଇଛି। Republic-PMARQ, Republic-Matrize ମାଧ୍ୟମରେ ବ୍ୟାପକ କଭରେଜ୍‌ ସହ ଡବଲ ଏକଜିଟ୍‌ ପୋଲ ନେଇ ଆସିଛି। ଅନ୍ତିମ ରେଜଲ୍ଟ ୪ଜୁନରେ ଘୋଷଣା କରାଯିବ। ଦେଶ ସହ ଉତ୍ତର ପ୍ରଦେଶର ୟୁପି ଏକଜିଟ୍‌ ପୋଲ୍‌ରେ ମଧ୍ୟ ବିଜେପିର ବଡ଼ ବିଜୟ ହେଉଛି। ରିପବ୍ଲିକ୍‌ ଟିଭିର Matrize ଏକଜିଟ୍‌ ପୋଲରେ ୟୁପି ଭିତରେ ବିଜେପି INDI ମେଣ୍ଟକୁ ବହୁତ ପଛରେ ପକାଇ ଦେଇଛି। 

NDA : ୬୯- ୭୪

INDI : ୦୬-୧୧

OTHERS : ୦୦

Republic-Matrize  ଏକଜିଟ୍‌ ପୋଲ୍‌ରେ ମଧ୍ୟ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି। ଏଥିରେ ବି ଇଣ୍ଡି ମେଣ୍ଟକୁ ବହୁତ ପଛରେ ପକାଇଛି ବିଜେପି । ଅନୁମାନ ଅନୁସାରେ - 

 NDA : ୩୫୩-୩୬୮

INDI : ୧୧୮-୧୩୩

OTHERS : ୪୩-୪୮

Republic-PMARQର ଏକଜିଟ୍‌ ପୋଲ୍‌  ଅନୁସାରେ  ଦେଶରେ ଏହି ଥର ପୂର୍ଣ୍ଣ ବହୁମତ ସହ ବିଜେପିର ସରକାର ଗଠନ ହେଉଛି।

NDA : ୩୫୯

INDI : ୧୫୪

OTHERS : ୩୦

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.