ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

‘ତୋ ବିନୁ ଅନ୍ୟ ଗତି ନାହିଁ’ ପ୍ରିମିୟର, ଛୋଟ ପରଦାରେ ଦେଖିପାରିବେ ଦର୍ଶକ

ଭୁବନେଶ୍ୱର ୨୫/୦୮: ଜନ୍ମାଷ୍ଟମୀ ଉପଲକ୍ଷେ ନିର୍ଦ୍ଦେଶକ ଅଶୋକ ପତି ଓ ପ୍ରଯୋଜକ ଅଜୟ ରାଉତ ପ୍ରସ୍ତୁତ କରୁଛନ୍ତି ‘ତୋ ବିନୁ ଅନ୍ୟ ଗତି ନାହିଁ’ । ୨୫ ତାରିଖରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଏହି ଚିତ୍ରଟି ଈଶ୍ୱରଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଉପରେ ଆଧାରିତ । ଧନ ସମ୍ପତ୍ତିକୁ ନେଇ ଗର୍ବ କରୁଥିବା ମଣିଷ ଅନେକ ସମୟରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିଥାନ୍ତି । କିନ୍ତୁ ସମୟ ସେମାନଙ୍କୁ ବେଳେବେଳେ ଏଭଳି ମୋଡ଼ରେ ଠିଆ କରିଦିଏ ଯେ ସେମାନେ ବାଧ୍ୟ ହୋଇ ଈଶ୍ୱରଙ୍କ ସାମ୍ନାରେ ହାତ ପାତିଥାନ୍ତି । 

ଶ୍ରଦ୍ଧା ସେଭଳି ସ୍ୱଭାବର ଏକ ଝିଅ, ଯାହାକୁ ଉପଯୁକ୍ତ ଶିକ୍ଷା ଦେବାକୁ ସ୍ୱୟଂ ଭଗବାନ ଏକ ବିଚିତ୍ର ପରୀକ୍ଷାରେ ପକେଇ ଦେଇଛନ୍ତି । ସେଇ ପରୀକ୍ଷାକୁ ସାମ୍ନା କରୁ କରୁ ସେ ଦିନେ ତାକୁ ନିଜ ଚରିତ୍ର ଶ୍ରଦ୍ଧାରୁ ଅନ୍ୟ ଏକ ଦୁଃଖିଝିଅ ଗୀତା ଚରିତ୍ରରେ ପାଲଟିଯାଏ । ଶ୍ରଦ୍ଧାର ବିଳାସପୂର୍ଣ୍ଣ ଜୀବନଶୈଳୀ ଓ ଗୀତାର ଅଭାବି ସଂସାର ଉଭୟକୁ ଭୋଗି ସାରିଲା ପରେ ସେ ଈଶ୍ୱରଙ୍କ ପାଖରେ ନତମସ୍ତକ ହେବାକୁ ବାଧ୍ୟ ହୁଏ । ଶ୍ରଦ୍ଧାରୁ ଗୀତା ବନିବାର କାହାଣୀକୁ ଚିତ୍ରନାଟ୍ୟରେ ସଜେଇଛନ୍ତି ଦେବୀଦତ୍ତ ମହାନ୍ତି ଓ ସଂଳାପରେ ରୂପ ଦେଇଛନ୍ତି  ଚନ୍ଦନ କୁମାର । ଉଭୟ ଗୀତା ଓ ଶ୍ରଦ୍ଧା ଭୂମିକାକୁ ସୁନ୍ଦର ଭାବେ କରିଛନ୍ତି କୁକିଜ ଓ ଶ୍ରୀକୃଷ୍ଣ ଭୂମିକାରେ ଅଛନ୍ତି ଅମିତ । ଅନ୍ୟ  ମୁଖ୍ୟ ଚରିତ୍ରମାନଙ୍କରେ ଅଛନ୍ତି ସାନୁ, ତ୍ରିଭୁବନ, ଗୌରବ, ପ୍ରଦୀପ, କାଞ୍ଚନ, କୁନି ମିଶ୍ର ପ୍ରମୁଖ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.