ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଓଡିଶା‌ରେ ଆପ୍ ଘୋଷଣା କଲା ୩୭ବିଧାନସଭା ପ୍ରାର୍ଥୀ

Published By : Prameya | April 18, 2024 5:33 PM

ଭୁବନେଶ୍ବର, ୧୮/୪ :  ଓଡ଼ିଶାରେ ଆମ୍ ଆଦମୀ ପାର୍ଟି (ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇଛି । ପଦ୍ମପୁରରୁ ବାଲ୍ମିକୀ ନାୟକ, ବରଗଡ଼ରୁ ଆଶିଷ ଶତପଥୀ, ଅତାବିରାରୁ ଜୟକୃଷ୍ଣ ଛୁରିଆ, ଭଟିଲିରୁ ଶାହରୁଖ ଲୋଧିଆ, ବ୍ରଜରାଜନଗରରୁ କୁମୁଦ ରଞ୍ଜନ ପ୍ରସାଦ, ବଣାଇରୁ କୁନି ମୁଣ୍ଡା, ରେଙ୍ଗାଲିରୁ ସୀତାକାନ୍ତ ରୋହିଦାସ, ଉଦାଳରୁ କିଶୋର ମାରାଣ୍ଡି, ମୋରଡ଼ାରୁ ଶଙ୍କରର୍ଷଣ ମିଶ୍ର, ବଡ଼ଚଣାରୁ ବିଜୟ ଦାସ, ଢେଙ୍କନାଳରେ ଭରତ କୁମାର ଦାସ, ଅନୁଗୁଳରୁ ଦିପ୍ତୀମୟୀ ଦାସ, ବଲାଙ୍ଗୀରରୁ ଆଶିଷ ପାଣ୍ଡେ, ଭବାନୀପାଟଣାରେ ରମେଶ ନାୟକ, ନର୍ଲା, ପୃଥିରାଜ ଛତ୍ରିଆ, ଜି ଉଦୟଗିରିରୁ ଯୌବନ ମଲ୍ଲିକ, ବୌଦ୍ଧ ସାସ୍ବତୀ ମିଶ୍ର, ଆଠଗଡ଼କରୁ ଦେବୀ ପ୍ରସାଦ ମହାପାତ୍ର, ଚୌଦ୍ବାର କଟକରୁ ବିଜୟଲକ୍ଷ୍ମୀ ମହାପାତ୍ର, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ, ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ, ମହାକାଳପଡ଼ାରୁ ବୈବମନୁ ବେଉରା, ବାଲିକୁଦା-ଏରସମାରୁ ବରଦା ପ୍ରସନ୍ନ ସାହୁ, ପୁରୀରୁ ସତ୍ୟଜିତ ମହାନ୍ତି, ବ୍ରହ୍ମଗିରିରୁ ଅଶ୍ବନୀ କୁମାର ସାମନ୍ତ ସିଙ୍ଘାର,ଭୁବନେଶ୍ବରର ଉତ୍ତରରୁ ସୋମନାଥ ରାଉତ, ଦଶପଲ୍ଲାରୁ ଅଶୋକ ନାୟକ, ଭଞ୍ଜନଗରରୁ କବିରାଜ ବେହେରା, ଛତ୍ରପୁରରୁ ଋତୁକୁମାରୀ ସେଠୀ, ଗୋପାଳପୁରରୁ ପି ନୀଳକଣ୍ଠ, ବ୍ରହ୍ମପୁରରୁ ସୁବାଷ ଚନ୍ଦ୍ର ରାଉତ, ଦିଗପହଣ୍ଡରୁ ପି ମନୋଜ କୁମାର, ଚିକିଟିରୁ ଡୁକା ଶ୍ରୀନିବାସ, ପାରଳାଖେମୁଣ୍ଡୀରୁ ମନୋଜ ବଡ଼ନାୟକ, ଜୟପୁରରୁ ଗୌରୀ ଚରଣ ଦେବଶର୍ମା, କୋରାପୁଟରୁ କର୍ପୁର ହନ୍ତାଳ, ଚିତ୍ରକୋଣ୍ଡାରୁ ଶରତ ଚନ୍ଦ୍ର ବରୁଡ଼ଙ୍କୁ ଦଳ ପ୍ରାର୍ଥୀ କରିଛି । 

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ରାଜ୍ୟର ୪ସଂସଦୀୟ କ୍ଷେତ୍ର, ୨୮ବିଧାନସଭା ଆସନ‌ରେ ନିର୍ବାଚନ ପଡ଼ିବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡୀ, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର‌ରେ ଭୋଟିଂ ହେବ । ରାଜ୍ୟରେ ପ୍ରାୟ ସବୁ ଦଳ ଏବେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି । କିଛି ସ୍ଥାନକୁ ଛାଡ଼ି ଦେଲେ ପ୍ରାୟ ସବୁଠି ନିଜ ପ୍ରାର୍ଥୀ ଦେଇ ସାରିଛନ୍ତି । ପ୍ରଚାର ମଇଦାରେ ଏବେ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ସମସ୍ତେ ନିଜ ନିଜ ଷ୍ଟାଇଲରେ ପ୍ରଚାର କରିବାରେ ଲାଗିଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.