ଭୁବନେଶ୍ବର, ୪।୧୧ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭା ସଭାର ଶୀତ କାଳୀନ ଅଧିବେଶନ। ଏହା ଡିସେମ୍ବର ୩୦ ଯାଏ ଚାଲିବ। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ଶୀତକାଳୀନ ଅଧିବେଶନରେ ୩୦ ଟି କାର୍ଯ୍ୟ ଦିବସ ରହିଛି। ୨୦୨୪ ନିର୍ବାଚନକୁ ଆଉ ୬ ମାସରୁ କମ ସମୟ ଥିବାରୁ ବିରୋଧୀଙ୍କ ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଲମ୍ବା ସମୟ ଏହି ଅଧିବେଶନ ଚାଲିବାକୁ ଥିବାରୁ ବିରୋଧୀଙ୍କୁ ଅନେକ ପ୍ରସଙ୍ଗ ଇଠାଇବାକୁ ସମୟ ମିଳିବ।
ଆହୁରି ପଢନ୍ତୁ :ଶିଶୁକୁ ଘରୁ ଝାମ୍ପି ନେଲା ବାଘ, ଗ୍ରାମବାସୀ କଲେ ଉଦ୍ଧାର