ଗଜପତି,୨୦।୧୧ : ପାରଳାଖେମୁଣ୍ଡି ଉପକଣ୍ଠରେ ବାଘ ଆତଙ୍କ । କେରାଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନବିଭାଗ ବୁଲି ଲୋକଙ୍କୁ ସଚେତନ କରୁଛି । ବର୍ତ୍ତମାନ ମହେନ୍ଦ୍ରତନୟା ନଦୀ ଆରପାରି ଆନ୍ଧ୍ରର ସରାଳି ଜଙ୍ଗରେ ବାଘର ଉପସ୍ଥିତ ଥିବା ବନବିଭାଗ ସୂଚନା ଦେଇଛି । ପାରଳାଖେମୁଣ୍ଡି ସହରରୁ ମାତ୍ର ୨ କିମି ଦୂରରେ ବାଘ ରହିଛି ।
ଆହୁରି ପଢନ୍ତୁ : ଭୁବନେଶ୍ବରରେ ଚାଞ୍ଚଲ୍ୟ : ଅଫିସରେ ପଶି ପତ୍ନୀଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ବାମୀ