ମାଥିଲି, ୧୨/୦୯ : ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ ଓଲଟିଲା କାଠ ବୋଝେଇ ଟ୍ରକ୍। ମାଲକାନଗିରି ଜିଲ୍ଲା ସପ୍ତଧାରା ନିକଟରେ ସୋମବାର ବିଳମ୍ଵିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୩୨୬ ନଂ ଜାତୀୟ ରାଜପଥ ଉପରେ ଜୟପୁର- ମାଲକାନଗିରି ଯାତାୟତ ବନ୍ଦ ରହିଛି। ଯାତାୟତ ସ୍ବାଭାବିକ କରିବାକୁ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ଆକ୍ରମଣ ମାମଲାର ୧୮ ବର୍ଷ ପରେ ଆସିଲା ରାୟ, ୬ ଜଣ ଅଭିଯ...