ଭୁବନେଶ୍ଵର, ୧୮/୦୮ : ଅନ୍ୟାଦେଶ ପର୍ଯ୍ୟନ୍ତ ASO ପରୀକ୍ଷା ସ୍ଥଗିତ । ଆସନ୍ତା ରବିବାର ଅର୍ଥାତ୍ ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଓପିଏସସିର ପରବର୍ତ୍ତୀ ବିଜ୍ଞପ୍ତିରେ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ଖୁବ୍ ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
{"id":454687,"sizeSlug":"full","linkDestination":"none"}ତମେ ଚାହିଁଲ ବୋଲି ଚକା ଆଖି....ସୋସିଆଲ୍ ମିଡିଆରେ ଐତ...