ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

କଟକଣା ପରେ ୧୪ଟି ପ୍ରଡକ୍ଟର ବିକ୍ରି ବନ୍ଦ କରିଦିଆଯାଇଛି, ସୁପ୍ରିମକୋର୍ଟରେ କହିଲା ପତଞ୍ଜଳି

ନୂଆଦିଲ୍ଲୀ,୯।୭: ପତଞ୍ଜଳି ଆର୍ୟୁବେଦ ଲିମିଟେଡ୍ ୧୪ଟି ପ୍ରଡକ୍ଟର ବିକ୍ରି ଉପରେ ରୋକ ଲଗାଇ ଦିଆଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟକ ନିକଟରେ ପତଞ୍ଜଳି ପକ୍ଷରୁ ଏହା କୁହାଯାଇଛି। ଏହି ସବୁ ପ୍ରଡକ୍ଟର ନିର୍ମାଣ ଲାଇସେନ୍ସ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସିଂ ପ୍ରାଧିକରଣ ଅପ୍ରେଲରୁ ସସପେଣ୍ଡ କରିଥିଲେ। ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍‌ ସନ୍ଦୀପ ମେହେତାଙ୍କ ଖଣ୍ଡପୀଠଙ୍କୁ ପତଞ୍ଜଳି ପକ୍ଷରୁ କୁହାଯାଇଛି , ୫,୬୦୬ ଫ୍ରାଞ୍ଚାଇଜ ଷ୍ଟୋରକୁ ଏହି ପ୍ରଡକ୍ଟ ଫେରାଇ ନେବାକୁ ନିର୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ ପତଞ୍ଜଳି ଆର୍ୟୁବେଦ କହିଛି, ମିଡିଆ ପ୍ଲାଟଫର୍ମକୁ ମଧ୍ୟ ଏହାର ୧୪ଟି ପ୍ରଡକ୍ଟର ସବୁ ବିଜ୍ଞାପନ ଫେରାଇ ଦେବାକୁ କୁହାଯାଇଛି। ଖଣ୍ଡପୀଠ ପତଞ୍ଜଳି ଆର୍ୟୁବେଦକୁ ଦୁଇ ସପ୍ତାହ ଭିତରେ ଏକ ସତ୍ୟପାଠ ଦାଖଲ କରି ଏହା କହିବାକୁ ନିର୍ଦେଶ ଦେଇଛନ୍ତି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବିଜ୍ଞାପନ ହଟାଇବା ପାଇଁ କ’ଣ ଚେଷ୍ଟା କରାଯାଇଛି ? ସେଠାରୁ  କ’ଣ ଏହି ୧୪ ପ୍ରଡକ୍ଟର ବିଜ୍ଞାପନ ଫେରାଇ ନେବାକୁ କୁହାଯାଇଥିଲା। 

ଖଣ୍ଡପୀଠ ମାମଲାର  ପରବର୍ତ୍ତୀ ଶୁଣାଣି ପାଇଁ ୩୦ ଜୁଲାଇକୁ ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟରେ ଭାରତୀୟ ଚିକିତ୍ସା ସଂଘ(ଆଇଏମ୍‌ଏ) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି ଚାଲିଛି, ଯେଉଁଥିରେ ପତଞ୍ଜଳି ଉପରେ କୋଭିଡ୍ ଟିକାକରଣ ଅଭିଯାନ ଓ ଆଧୁନିକ ଚିକିତ୍ସା ପ୍ରଣାଳି ବିରୋଧରେ ଅପପ୍ରଚାର ଅଭିଯାନ ପାଇଁ ଅଭିଯୋଗ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.