ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଏକଜିଟ୍ ପୋଲ୍ ୨୦୨୪ : ଗୁଜୁରାଟରେ ବିଜେପିର କ୍ଲିନ୍ ସ୍ବିପ୍, କଂଗ୍ରେସ ନିରାଶ

ନୂଆଦିଲ୍ଲୀ, ୧/୬ :  ଦେଶରେ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଆଜି ସରିଛି  । ଏହାପରେ ଆସିଛି ବୁଥ୍ ବାହୁଡ଼ା ମତ । ଯାହାକୁ ନେଇ ଜନତାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ଗୁଜୁରାଟର ଏକଜିଟ୍ ପୋଲ୍ ଅନୁସାରେ ମୋଦୀ ମ୍ୟାଜିକ୍ ପୁଣି ଥରେ କାମ କରିଛି।   ବିଜେପି କ୍ଲିନ ସ୍ବିପ୍ କରିଛି । ଭିନ୍ନ ଭିନ୍ନ ସର୍ଭେରେ ଆସିଥିବା ଏକଜିଟ୍ ପୋଲ୍ ବିଜେପିକୁ ବହୁମତ ମିଳିଛି । କଂଗ୍ରେସ ଖାତା ଖୋଲିପାରିନଥିବା ଦେଖାଯାଇଛି । ମୋଟ ୨୬ଟି ଆସନରେ ନିର୍ବାଚନ ହୋଇଥିବାବେଳେ ଅଧିକାଂଶ ଏକଜିଟ୍ ପୋଲ୍ ଅନୁସାରେ ଏନଡିଏକୁ ୨୬ସିଟ୍ ମିଳିଥିବାବେଳେ କଂଗ୍ରେସକୁ ୦ ମିଳିଛି । ଆସନ୍ତୁ ଜାଣିବା ଗୁଜୁରାଟରେ କ’ଣ ରହିଛି ଏକଜିଟ୍ ପୋଲ୍ । 

ଟାଇମ୍ସ ନାଓ- ଇଟିଜି 

ଏନ୍‌ଡିଏ : ୨୬

ଇଣ୍ଡିଆ : ୦ 

ଅନ୍ୟଦଳ : ୦ 

ନ୍ୟୁଜ୍ ୧୮

ଏନ୍‌ଡିଏ : ୨୬ 

ଇଣ୍ଡିଆ : 

ଅନ୍ୟଦଳ : ୦ 

ନ୍ୟୁଜ୍ ନେଶନ

ବିଜେପି : ୨୬

ଇଣ୍ଡିଆ : ୦ 

ଅନ୍ୟଦଳ : ୦ 

ଆଜ ତକ୍ 

ଏନ୍‌ଡିଏ :  ୨୫-୨୬

ଇଣ୍ଡିଆ :  ୦-୧ 

ଅନ୍ୟଦଳ : ୦ 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.