ସୋରୋ, ୫।୧୧: ସୋରୋ ମୋହନପୁର ଗାଁରେ ହଣାକଟା । ଗାଁରେ ବୁଲିଲା ଖଣ୍ଡା ଓ କାତି । ଜମିବାଡ଼ି ଗଣ୍ଡଗୋଳକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା ହୋଇଥିବା ଜଣାପଡ଼ିଛି । ଗଣ୍ଡଗୋଳରେ ଉଭୟ ପକ୍ଷରୁ ୭ ଜଣ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ସୋରୋ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ନେତା ଦୌଡ଼ରେ ଅଫିସର୍: ବହୁ ଆଇଏଏସ୍, ଓଏଏସ୍ ଓ ପୁଲିସ...