ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବିଶ୍ୱରେ ୬ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା- ଆମେରିକାରେ ସର୍ବାଧିକ


ନ୍ୟୁୟର୍କ ମାର୍ଚ୍ଚ ୨୮ - ଚୀନ୍‌ର ବୁହାନରୁ ଆରମ୍ଭ ହୋଇଥିବା କୋରାନା ଏବେ ସାରା ବିଶ୍ୱ ପାଇଁ ମହାମାରୀ । ସାରା ବିଶ୍ୱରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାର କରାଳ ଗ୍ରାସ ଯୋଗୁଁ ସାରା ବିଶ୍ୱବାସୀ ହନ୍ତସନ୍ତ । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଛି । ଆମେରିକାରେ ଏକ ଲକ୍ଷରୁ ଅଧିକ ଲୋକ କୋରନାରେ ଆକ୍ରାନ୍ତ ହେଲେଣି ।

wp:html /wp:html

map courtesy -Johns Hopkins University” or “Johns Hopkins Center for Systems Science and Engineering.

ମାତ୍ର କରୋନା ଆକ୍ରନ୍ତଙ୍କ ମଧ୍ୟରୁ ୨୨ ପ୍ରତିଶତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୩୧,୦୦୦ । କରୋନା ଆକ୍ରାନ୍ତରେ ସବୁଠାରୁ ଶୀର୍ଷରେ ଆମେରିକା ରହିଛି । ଆମେରିକାରେ ଏକ ଲକ୍ଷ ୪ହଜାର୮୦୦ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଲେଣି । ଏହା ପଛକୁ ରହିଛି ଇଟାଲୀ । ଇଟାଲୀରେ ୮୬,୫୦୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସ୍ପେନ୍‌ରେ ୬୫ହଜାର ୭୦୦ , ଜର୍ମାନରେ ୫୩,୩୦୦, ଫ୍ରାନ୍ସରେ ୩୩,୪୦୦ ଇରାନ୍‌ରେ ୩୨,୩୦୦, ୟୁକେରେ ୧୪,୭୦୦ ଓ ସ୍ୱିଜରଲ୍ୟଣ୍ଡରେ ୧୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ।

ନିମ୍ନରେ ଦିଆଯାଇଥିବା ମାନଚିତ୍ରରେ ଭାରତର ପ୍ରତ୍ୟେକ ପ୍ରଦେଶରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.