ଗୁଡଭେଲା- ୦୪/୧୨ ବଲାଙ୍ଗୀର ଜିଲ୍ଲା ତୁଷୁରା ପୋଲିସକୁ ଏକ ବଡ ସଫଳତା ମିଲିଛି। ତୁଷୁରା ପୋଲିସ ଆଜି ଏକ ସାଇକଲ ଚୋରକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ରାମପୁର ଥାନା ମୋହନଗିରୀ ବଜାରପଡାର ଅଜିତ ବୁଡେକ ବୋଲି ଜଣା ପଡିଥିବା ବେଳେ ତା ପାଖରୁ ୧୩ ଗୋଟି ସାଇକଲ ଜବତ କରାଯାଇ ଥିବା ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଏବଂ ସାଇକଲ ଯେଉଁ ଲୋକମାନଙ୍କ ଚୋରି ହୋଇଛି ପ୍ରମାଣ ପାଇଲା ପରେ ତାଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଲୋକସଭା ନିର୍ବାଚନ ଲଢିବେନି ଗୁଲାମ ନବୀ ଆଜାଦ୍, ଦଳୀୟ...