ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଦୀପାବଳି ପୂର୍ବରୁ ଦିଲ୍ଲୀ ଶ୍ରମିକଙ୍କୁ ଆତିଶୀଙ୍କ ବଡ଼ ଉପହାର, କାହା ଦରମା ୧୮ ହଜାରରୁ କମ୍‌ ହେବନି

ନୂଆଦିଲ୍ଲୀ,୨୫ା୯(ଏଜେନ୍ସି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ  ଦାୟିତ୍ୱ ସମ୍ଭାଳିବା କ୍ଷଣି ରାଜଧାନୀରେ କାମ କରୁଥିବା  ଶ୍ରମିକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେମାନଙ୍କ  ନିମନ୍ତେ ସେ ଏକ ନୂଆ ବେତନ ଢାଞ୍ଚା ଘୋଷଣା କରିଛନ୍ତି ।  ଏହା ଅନୁସାରେ ଅଣକୁଶଳୀ ଶ୍ରମିକଙ୍କ ଲାଗି ସର୍ବନିମ୍ନ  ଦରମା ୧୮,୦୬୬ ଟଙ୍କା ଏବଂ ଅର୍ଦ୍ଧକୁଶଳୀଙ୍କ ନିମନ୍ତେ  ୧୯,୯୨୯ ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି କୁଶଳୀଙ୍କ  ପାଇଁ ଏହା ୨୧,୯୧୭ ଟଙ୍କା ସ୍ଥିର ହୋଇଛି । ଦିଲ୍ଲୀରେ  ଆଉ କାହାର ଦରମା ୧୮ ହଜାରରୁ କମ୍‌ ହେବ ନାହିଁ  ବୋଲି ଆତିଶୀ ସରକାର ସ୍ପଷ୍ଟ କରିଛନ୍ତି । ଏହାର ଅର୍ଥ  ଯଦି ଅଣକୁଶଳୀ ଶ୍ରମିକଙ୍କ ମାସିକ ଦରମାକୁ ଦେଖାଯାଏ, ତେବେ ସେମାନଙ୍କର ଦୈନିକ ମଜୁରି ପ୍ରାୟ ୬୦୦ ଟଙ୍କା  ହେବ । 

ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ  ଆତିଶୀ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ  ନ୍ୟୂନତମ ମଜୁରି ବୋଧେ ଦିଲ୍ଲୀରେ ଦିଆଯାଉଥିବା ମଜୁରି  ତୁଳନାରେ ଅଧା । ତାଙ୍କ ମୁତାବକ, ଦିଲ୍ଲୀବାସୀଙ୍କୁ ଭଲ  ବିଜୁଳି, ପାଣି, ସ୍କୁଲ ଏବଂ ହସ୍ପିଟାଲ ଭଳି ସୁବିଧା ସହିତ  ଅନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦିଆଯାଉଛି । ଦିଲ୍ଲୀ  ସରକାର ଯେଉଁ ଐତିହାସିକ କାର୍ଯ୍ୟ କରୁଛନ୍ତି, ତାହା  ସମଗ୍ର ଦେଶରେ ସମ୍ଭବ ନୁହେଁ । ସର୍ବନିମ୍ନ ମଜୁରି  ଦୃଷ୍ଟିରୁ ଦିଲ୍ଲୀରେ ଏହା ସର୍ବାଧିକ ରହିଛି । ସେ କହିଛନ୍ତି,  ଦିନମଜୁରିଆ, ପାଣି ପାଇପ୍‌ ମିସ୍ତ୍ରିଙ୍କ ଭଳି ଶ୍ରମିକ ଶ୍ରେଣୀର  ଲୋକ ସର୍ବନିମ୍ନ ମଜୁରି ପାଉଛନ୍ତି । ସେମାନଙ୍କୁ ଶୋଷଣରୁ  ରକ୍ଷା କରିବା ପାଇଁ ଦିଲ୍ଲୀ ସରକାର ସର୍ବନିମ୍ନ ମଜୁରିକୁ ଐତିହାସିକ ସ୍ତରକୁ ନେଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.