PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରାତିରେ ପରିସ୍ରା କରିବାକୁ ଉଠୁଛନ୍ତି କି, ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ, ହୋଇପାରେ ସମସ୍ୟା…

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିଦିନ ରାତିରେ ପରିସ୍ରା କରିବା ପାଇଁ ଅବଶ୍ୟ ଉଠିଥାନ୍ତି। ଅଧିକ ପାଣି ପିଇବା କିମ୍ବା ପରିସ୍ରା ଯିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇନଥାଏ। କିନ୍ତୁ ଯଦି ଆପଣ ରାତିରେ ପରିସ୍ରା କରିବାକୁ ଉଠୁଛନ୍ତି ତେବେ ଆପଣଙ୍କୁ ଗୋଟିଏ କ୍ଷତି ସହିବାକୁ ପଡ଼ିପାରେ।  

ଶୋଇବା ସମୟରେ ମଣିଷର ଶରୀରର ସମସ୍ତ ଅଙ୍ଗ ଶାନ୍ତ ହୋଇଯାଇଥାଏ ତଥା ଶରୀରରେ ରକ୍ତ ସଞ୍ଚାଳନ ଧୀରେ ହୋଇଯାଇଥାଏ। ଯେତେବେଳେ ମଣିଷ ଟିକେ ଆରାମ କରେ ସେତେବେଳେ ଶରୀର ସମସ୍ତ ଅଙ୍ଗ ମଧ୍ୟ ଆରାମ କରିଥାଏ। ଆଉ ଯେତେବେଳେ ଆପଣ ରାତିରେ ପରିସ୍ରା କରିବାକୁ ଉଠନ୍ତି ସେତେବେଳେ ଶରୀରର ଅଙ୍ଗଗୁଡ଼ିକ କାମ କରିବାକୁ ଲାଗିଥାଏ। ଯାହାର ପ୍ରଭାବ ସିଧା ସଳଖ ମସ୍ତିକ ଉପରେ ପଡ଼ିଥାଏ। ଏହାଦ୍ବାରା ମସ୍ତିକରେ କିଛି ନା କିଛି ରୋଗ ବି ହୋଇପାରେ।

ତେଣୁ ରାତିରେ ଯଦିବା ପରିସ୍ରା କରିବାକୁ ଯାଉଛନ୍ତି ତାହେଲେ ସିଧା ଠିଆ ହୋଇ କରନ୍ତୁ ନାହିଁ। ନହେଲେ ଅଧାରୁ ଉଠିବା ପରେ କିଛି ସମୟ ବିଛଣା ଉପରେ ବସନ୍ତୁ ତାପରେ ପରିସ୍ରା କରିବାକୁ ଯାଆନ୍ତୁ। ଏହା କରିବା ଦ୍ବାରା ଶରୀରରେ କୈାଣସିପ୍ରକାର କୁ ପ୍ରଭାବ ପଡ଼ିନଥାଏ।

ସମ୍ବନ୍ଧିତ ଖବର