ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ପ୍ରଥମ ଇଂଲଣ୍ଡ ଖେଳାଳି ଭାବେ ଟି-୨୦ କ୍ରିକେଟରେ ଇତିହାସ ରଚିଲେ ଇଅନ୍‌ ମୋର୍ଗାନ, ବିିଶ୍ବର ୪ର୍ଥ ଖେଳାଳି ଭାବେ କଲେ ଏହି ରେକର୍ଡ

ଅହମ୍ମଦାବାଦ, ୧୬/ ୩: ବିନା ଦର୍ଶକରେ ଚାଲିଛି ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ ମ୍ୟାଚ୍। ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ଜାରି ରଖିଛି।

ଇଂଲଣ୍ଡର ଅଧିନାୟକ ଇଅନ୍‌ ମୋର୍ଗାନ୍‌ ତୃତୀୟ ଟି-୨୦ରେ ହାସଲ କରିଛନ୍ତି ଖାସ୍‌ ଉପଲବ୍ଧି। ସେ ଇଂଲଣ୍ଡର ପ୍ରଥମ ଓ ବିଶ୍ବର ୪ର୍ଥ ଖେଳାଳି ଯିଏ ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରେ ୧୦୦ ତମ ମ୍ୟାଚ୍‌ ଖେଳିଛନ୍ତି। ଏହାପୂର୍ବରୁ ପାକିସ୍ତାନର ଶୋଏବ ମଲିକ (୧୧୬), ରୋହିତ ଶର୍ମା (୧୦୮), ମାର୍ଟିନ୍‌ ଗୁପ୍ଟିଲ (୧୦୨)ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି।

wp:embed {"url":"https://twitter.com/ICC/status/1371813625636081664","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1371813625636081664
/wp:embed

ଅଧିନାୟକ ଭାବେ ସର୍ବାଧିକ ଟି-୨୦ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀ ଖେଳିଛନ୍ତି। ଧୋନୀ ୭୨ଟି ମ୍ୟରଚରେ ଟିମ୍‌ ଇଣ୍ଡିଆ ପାଇଁ ପ୍ରତିନଧିତ୍ବ କରିଛନ୍ତି। ଧୋନୀଙ୍କ ନେତୃତ୍ବରେ ଭାରତ ୪୧ଟି ମ୍ୟାଚରେ ବିଜୟୀ ହୋଇଛି। ଏବେ ଧୋନୀଙ୍କ ପରେ ବିଶ୍ବର ଦ୍ବିତୀୟ ଅଧିନାୟକ ଭାବେ ସର୍ବାଧିକ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ୫୭ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ଦଳର କ୍ୟାପ୍ଟେନ୍ସିଂ କରିଛନ୍ତି। ମୋର୍ଗାନଙ୍କ ପଛକୁ ଆୟରଲାଣ୍ଡର ଓ୍ବିଲିୟମ୍‌ ପୋର୍ଟଫିଲ୍ଡ ୫୬ଟି ମ୍ୟାଚରେ ଅଧିନାୟକତ୍ବ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.