PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ହୋଲି ପୂର୍ବରୁ ଛେଳି ଚୋରି

ଜଗତସିଂହପୁର,୭/୦୩: ହୋଲି ପୂର୍ବରୁ ଛେଳି ଚୋରି । ଆସନ୍ତାକାଲି ବୁଧବାର ଏବଂ ଆମିଷ ବାରିକୁ,ହୋଲି ଖେଳର ମଜା ଉଠାଇବାକୁ ଯାଇ କିଛି ଦୁର୍ବୁତ୍ତ ତିର୍ତୋଲ ଓ ଜଗତସିଂହପୁରରୁ ଛେଳି ପଲ ଉଠାଇ ନେଇଛନ୍ତି । ଛେଳି ଚୋରିର ଶିକାର ହୋଇଥିବା ଜଗତସିଂହପୁର ଥାନା ଅଧୀନ ସମଙ୍ଗ ଗ୍ରାମର ବାମଦେବ ସେଠି ଏଵେ ଦୁର୍ବୁତ୍ତଙ୍କ ସନ୍ଧାନ ଲଗାଇବାକୁ ପୁଲିସ ସହଯୋଗ ଲୋଡିଛନ୍ତି l

ବାମଦେବଙ୍କ ଗୁହାଳରୁ ସମସ୍ତ ୬ ଛେଳି ଚୋରି ହୋଇଯିବା ପରେ ସେ ହତାଶ ହୋଇପଡିଛନ୍ତି l ସେହିପରି କେମରଡ଼ା (ତଳପଡା )ର ନିରଞ୍ଜନ ଦାସଙ୍କ ଗୁହାଳରୁ ମଧ୍ୟ ତିନି ଛେଳି ଚୋରି କରି ନିଆଯାଇଛି l ଚୋରିରେ ନିଜ ଗ୍ରାମର ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ କରି ତିର୍ତୋଲ ଥାନାରେ ଅଭିଯୋଗ କରିଛନ୍ତି ନିରଞ୍ଜନ l

ସମ୍ବନ୍ଧିତ ଖବର