ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନବରାତ୍ରୀରୁ ଦେବଗୁରୁ ବୃହସ୍ପତିଙ୍କ ବକ୍ରି ଚଳନ, ଏହି ୫ ରାଶି ଉପରେ ପଡିବ ନକରାତ୍ମକ ପ୍ରଭାବ…

Published By : Ladu Kishor | October 3, 2024 7:44 PM

ନବରାତ୍ରୀ ସମୟରେ ଦେବଗୁରୁ ବୃହସ୍ପତି ବକ୍ରି ସ୍ଥିତିକୁ ଚଳନ କରିବେ । ବୃହସ୍ପତି ବକ୍ରି ଚଳନ ସମୟରେ ତାଙ୍କର ଗତିକୁ ଧୀରେ ଧୀରେ ହ୍ରାସ କରିଥାନ୍ତି । ବୃହସ୍ପତି ବକ୍ରି ଚଳନ ହେତୁ କିଛି ରାଶିରେ ସମସ୍ୟା ବଢିବାର ସମ୍ଭାବନା ରହିଛି । ଅକ୍ଟୋବର ୯, ୨୦୨୪ ବୁଧବାର ଦିନ ୧୨.୩୩ରେ ବୃହସ୍ପତି ବୃଷ ରାଶିରେ ରହିବେ, ଯାହା ଆସନ୍ତା ବର୍ଷ ଫେବୃଆରୀ ୪ ପର୍ଯ୍ୟନ୍ତ ବକ୍ରି ଅବସ୍ଥାରେ ରହିବେ । ଗୁରୁଙ୍କ ବକ୍ରି ହେବା ଦ୍ବାରା କିଛି ରାଶି ଉପରେ ଏହାର ନିକରାତ୍ମକ ପ୍ରଭାବ ରହିବ। ଏବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ମାନଙ୍କ ଉପରେ ଗୁରୁଙ୍କ ନକରାତ୍ମକ ପ୍ରଭାବ ରହିବ…

ମେଷ: ମେଷ ରାଶିର ଲୋକଙ୍କ ପାଇଁ ବୃହସ୍ପତି ବକ୍ରି ହେବା ଆପଣଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପକାଇବ । ଏହି ଅବଧି ମଧ୍ୟରେ, ଆପଣଙ୍କର ଚାଲୁଥିବା କାର୍ଯ୍ୟ ନଷ୍ଟ ହୋଇପାରେ । ବୁଝି ବିଚାରି କୌଣସି ପ୍ରକାର ନିଷ୍ପତ୍ତି ନେବା ଆବଶ୍ୟକ । ନଚେତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଅନାବଶ୍ୟକ ଖର୍ଚ୍ଚରେ ରୋକ୍ ଲଗାଇବା ଆବଶ୍ୟକ । ନହେଲେ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ ହୋଇପାରେ । 

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ବୃହସ୍ପତିଙ୍କ ବକ୍ରି ଚଳନ ସେମାନଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ । ଆପଣଙ୍କୁ ପରିବାର ସଦସ୍ୟଙ୍କ ସହିତ ଆନ୍ତରିକ ସମ୍ପର୍କ ଗଢିବାକୁ ଚେଷ୍ଟା କରିବା ଉଚିତ୍, ନଚେତ୍ ଆପଣଙ୍କ ସମ୍ପର୍କରେ ମତଭେଦ ହୋଇପାରେ । ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଉଚିତ୍  ଏବଂ ଆପଣ ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍ । ନଚେତ୍ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଚିକିତ୍ସାରେ ଟଙ୍କା ଅପଚୟ ହୋଇପାରେ । 

କର୍କଟ: ବୃହସ୍ପତିଙ୍କ ବକ୍ରି ଚଳନ କର୍କଟ ରାଶିର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଖରାପ କରିପାରେ । ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ ଏବଂ ଚିନ୍ତିତ ଭାବରେ ଟଙ୍କା ସମ୍ବନ୍ଧୀୟ ନିଷ୍ପତ୍ତି ନିଅନ୍ତୁ, ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଆପଣଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

ବିଛା: ବିଛା ରାଶିର ଲୋକଙ୍କ ଉପରେ ବୃହସ୍ପତିଙ୍କ ବକ୍ରି ଚଳନ ହେତୁ ଜୀବନରେ ଉତଥାନ-ପତନ ହୋଇପାରେ । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ଯଦି ଆପଣ ଆପଣଙ୍କ କ୍ୟାରିଅରରେ ସଫଳତା ହାସଲ କରିବାକୁ ଚାହୁଁଛନ୍ତି, କୌଣସି ପ୍ରକାରେ ଖାମଖିଆଲ ମନୋଭାବ ରଖନ୍ତୁ ନାହିଁ। 

ମକର: ଏହି ସମୟରେ ମକର ରାଶିର ଲୋକମାନେ ଧୈର୍ଯ୍ୟ ବଜାୟ ରଖିବା ଆବଶ୍ୟକ । ଯଦି ସେମାନେ ଭୁଲରେ ମଧ୍ୟ ସେମାନଙ୍କର ଧୈର୍ଯ୍ୟ ହରାନ୍ତି, ତେବେ ସେମାନଙ୍କର କାର୍ଯ୍ୟ ନଷ୍ଟ ହୋଇପାରେ । ଆର୍ଥିକ ଅବସ୍ଥା ଆହୁରି ଖରାପ ହୋଇପାରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.