ତେନ୍ତୁଳିଖୁଣ୍ଟି,୧୩।୯ ତେନ୍ତୁଳିଖୁଣ୍ଟି ବ୍ଳକର ପରଜା ବାରଙ୍ଗେପଦର ପଂଚାୟତ ର ଖାତିଗୁଡା ଗ୍ରାମର କୁସୁମ ଗୌଡ଼ଙ୍କ ଘର ଲଗାର ବର୍ଷାରେ ଭାଙ୍ଗି ଯାଇଛି। ଅନ୍ୟପକ୍ଷରେ ବର୍ଷାରେ ଘର ଭାଙ୍ଗି ଯାଇଥିବାରୁ ଏହାକୁ ମରାମତି ମଧ୍ୟ କରି ପାରି ନାହାନ୍ତି। ପରିବାର ସହ ଖଳାମେଳା ରେ ରାତ୍ରି ଯାପନ ବକରିବେ ବୋଲି ପ୍ରକାଶ କରିଛନ୍ତି କୁସୁମ ଗୌଡ଼ ଙ୍କ ସ୍ୱାମୀ ବେଣୁଧର ଗୌଡ଼। ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗେଇ ଦେବାକୁ ଗ୍ରାମବାସୀ କହିଛନ୍ତି।

ଫସିଗଲା ସ୍କୁଲ ଗାଡ଼ି, ଠେଲିଲେ କୁନିକୁନି ଛାତ୍ରଛାତ୍ର...