PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ସ୍ବାମୀ ଦେଉଥିଲା ଧୋକା,ରାଗରେ ସ୍ତ୍ରୀ କାଟିଦେଲା ପ୍ରାଇଭେଟ୍ ପାର୍ଟ ଓ ଏହାପରେ କଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ, ୨୭।୭:  ପ୍ରେମରେ ଧୋକା ଖାଇବା ବର୍ତ୍ତମାନ ସମୟର ବହୁତ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି। ବହୁତ ଲୋକ ଏଭଳି ହୋଇଯାଇଛନ୍ତି ଯେ, ସେମାନେ ଧୋକା ଖାଇବା ପରେ ଆଗକୁ ବଢିଯାଆନ୍ତି, ଆଉ କିଛି ଲୋକ ଧୋକାର ପ୍ରତିଶୋଧ ନେଇଥାନ୍ତି। ଏଭଳି ଏକ ଘଟଣା ତାଇଓ୍ବାନର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସେ ତାଙ୍କର ପୂର୍ବତନ ସ୍ବାମୀଙ୍କ ଠାରୁ ଧୋକା ଖାଇବା ପରେ ଏଭଳି ପ୍ରତିଶୋଧ ନେଇଛନ୍ତି, ଯାହା ଶୁଣିଲେ ମଧ୍ୟ ଭୟରେ ଆପଣ ସମସ୍ତଙ୍କର ଲୋମ ଟାଙ୍କୁରି ଉଠିବ।

ମିଳିଥିବା ସୂଚନା ଅନୁସାରେ ତାଇଓ୍ବାର ହୁକୋଉରେ ଜଣେ ମହିଳା ଗତ ୨୪ ତାରିଖରେ ନିଜର ପୂର୍ବତନ ସ୍ବାମୀଙ୍କ ପ୍ରାଇଭେଟ୍ ପାର୍ଟକୁ କାଟି ସେଥିରେ ଏସିଡ୍ ପକାଇବା ପରେ ଟଏଲେଟରେ ପ୍ଲାସ କରି ତାକୁ ଭସାଇ ସେଇଥିଲେ। ମହିଳା ଜଣକ ଏଭଳି କରିବାର କାରଣ ହେଲା ତାଙ୍କର ସ୍ବାମୀ ବିବାହ ସମୟରେ ତାଙ୍କ ସହ ଧୋକା ଦେଇ ଅନ୍ୟ କାହା ସହ ପ୍ରେମ ସମ୍ପର୍କ ରଖିଥିଲେ। ମହିଳା ଜଣକ ନିଜ ସ୍ବାମୀକୁ ଏଭଳି ଦଣ୍ଡ ଦେବାପରେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

୫୮ ବର୍ଷୀୟ ମହିଳା ଜଣକ ହେଉଛିନ୍ତି ମିସ୍ ଲି ଓ ତାଙ୍କର ସ୍ବାମୀ ହେଉଛନ୍ତି ମିଷ୍ଟର ଚେନ୍। ରିପୋର୍ଟ ଅନୁସାରେ, ଦୁହିଁଙ୍କର ଗତ ଏକ ମାସ ପୂର୍ବରୁ ଛାଡପତ୍ର ହୋଇସାରିଛି। ଚେନ୍ ଗତ ଦୁଇ ବର୍ଷ ହେବ କୌଣସି ଚାକିରି କରୁନଥିଲେ ଓ ବେରୋଜଗାର ଥିଲେ। ମିଷ୍ଟର ଚେନ୍ ଗତ ୨୪ ତାରିଖରେ ସନ୍ଧ୍ୟା ୮ଟା ୩୦ ସମୟରେ ଫୋନ୍ କରି ଏହି ଘଟଣାର ସୂଚନା ଦେଇଥିଲେ। ଚେନଙ୍କୁ ଏହି କଥାର ଭୟ ଥିଲା ଯେ, ତାଙ୍କର ପୂର୍ବତନ ପତ୍ନୀ ତାଙ୍କୁ ଆକ୍ରମଣ କରିପାରନ୍ତି। ତେଣୁ ସେ ନିଜକୁ ଟଏଲେଟ୍ ଭିତରେ ବନ୍ଦ କରିଦେଇଥିଲେ।

ମିଷ୍ଟର ଚେନ୍ ଛାଡପତ୍ର ନେବାପରେ ମଧ୍ୟ ନିଜର ପୂର୍ବତନ ପତ୍ନୀ ମିସ୍ ଲିଙ୍କ ସହିତ ରହୁଥିଲେ। ମିସ୍ ଲିଙ୍କୁ ଏହି କାରଣରୁ ରାଗ ଆସିଥିଲା ଯେ, ତାଙ୍କର ପୂର୍ବତନ ପତି ତାଙ୍କ ରୋଜଗାରରେ ଖାଇ ପିଠି ପଛରେ ଅନ୍ୟ କୌଣସି ମହିଳାଙ୍କୁ ଦେଖା କରୁଛନ୍ତି। ମହିଳା ଜଣକ ଏହି ଘଟଣାପରେ ୪୦ଟି ନିଦ ବଟିକା ଖାଇ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଦେଇଛି, ଯେଉଁଠାରେ ଦୁହିଁଙ୍କର ସ୍ଥିତି ସ୍ଥିର ଥିବା ନେଇ କୁହାଯାଉଛି।