ସୁପର ସନ୍ଡେରେ ସୁପର ସୋ’, ଅଦ୍ଭୁତ ଟିମ୍ ଇଣ୍ଡିଆ ପୁଣି ଦେଖାଇଲା ଦମ୍ । ଧରାଶାୟୀ ହେଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ । ଇଶାନ କିଷନଙ୍କ ବିଧ୍ୱଂସୀ ବ୍ୟାଟିଂ ପରେ ଭେଟେରାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କ ପ୍ରାରମ୍ଭିକ ଅଗ୍ନିବର୍ଷୀ ବୋଲିଂରେ ପାକିସ୍ତାନୀ ବ୍ୟାଟର ମାଟି କାମୁଡ଼ି ପଡ଼ିଥିଲେ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ-ପାକିସ୍ତାନ ହାଇଭୋଲ୍ଟଜ ମ୍ୟାଚର ଦେଖନ୍ତୁ ଝକକ ।

ନୋ ହ୍ୟାଣ୍ଡସେକ୍ ରିପିଟ୍‌

ପାକ୍ ଅଣ୍ଟା ଭାଙ୍ଗିଲେ ସୂର୍ଯ୍ୟସେନା

ଇଶାନ ଧମାକା

ଉତ୍ସାହିତ ଫ୍ୟାନ୍ସ

କଲମ୍ବୋରେ ଫର ଫର ଉଡ଼େ ତ୍ରିରଙ୍ଗା

ପାକିସ୍ତାନକୁ ଆଣ୍ଠେଇ ଦେଲା ଭାରତ

ପ୍ଲେୟାର ଅଫ୍ ଦି ମ୍ୟାଚ ଇଶାନ