ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପୁଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଠିକଣା ଠାବ, ଅସ୍ତ୍ରଶସ୍ତ୍ର ଜବତ

Published By : Gurupada Nath | October 27, 2024 12:07 PM

ନୂଆଦିଲ୍ଲ,୨୭/୧୦ : ଜମ୍ମୁ- କଶ୍ମୀରରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଭାରତୀୟ ସେନାର  ରୋମିୟୋ ଫୋର୍ସ ଶନିବାର ଜମ୍ମୁ- କଶ୍ମୀରର ପୁଛରେ ଏକ ପାକିସ୍ତାନୀ ଆତଙ୍କବାଦୀଙ୍କ ଠିକଣା ଖୋଜି ବାହାର କରିଛି । ଅଧିକାରୀମାନେ କହିଛନ୍ତି କି ସେନା ସ୍ପେଶାଲ ଅପରେଶନ ଗ୍ରୁପ ପୋଲିସ ସହ କାମ କରୁଥିଲା । 

ପିଟିଆଇର ରିପୋର୍ଟ ଅନୁସାରେ , ଅଧିକାରୀଙ୍କ କହିବା ଅନୁସାରେ ଏହି ଅଭିଯାନ ସମୟରେ ସେନା ଆତଙ୍କୀ ଠିକଣାରୁ ଦୁଇ ଗ୍ରାନେଡ଼ ଏବଂ ୩ ପାକିସ୍ତାନୀ ବାରୁଦ ସୁଡ଼ଙ୍ଗ ଜବତ କରିଛି ।  ଏହାଦ୍ବାରା ଜମ୍ମୁ- କଶ୍ମୀରର ବିଭିନ୍ନ ଅଞ୍ଚଳରେ ବ୍ୟାପକ ତଲାଶୀ ଅଭିଯାନ ଆରମ୍ଭ କରି ଦିଆଯାଇଛି । ଭାରତୀୟ ସେନାର ଉଦ୍ଦେଶ୍ୟ ଗୁଲମର୍ଗ, ବାରାମୁଲ୍ଲା ଏବଂ ଗନ୍ଦେରବଲ ଜିଲ୍ଲାର ଗଗନଗୀରରେ ହୋଇଥିବା ନିକଟରେ ଆତଙ୍କବାଦୀ ଆକ୍ରମଣରେ ଯୋଡ଼ି ହୋଇଥିବା ସନ୍ଦିଗ୍ଧଙ୍କ ଠିକଣା ଖୋଜିବା । 

ନିକଟରେ ଜମ୍ମୁ –କଶ୍ମୀରରେ ଆତଙ୍କୀ ଆକ୍ରମଣ ବଢି ଯାଇଛି । ୨୪ଅକ୍ଟୋବରରେ ଜମ୍ମୁ- କଶ୍ମୀର ଆତଙ୍କବାଦୀଙ୍କ ସେନା ଗାଡ଼ିକୁ ଟାର୍ଗେଟ କରିଥିଲେ । ଏହି ଆକ୍ରମରେ ଦୁଇ ସୈନିକ ଶହୀଦ ହୋଇଯାଇଥିଲେ । ଏହା ବ୍ୟତୀତ ଦୁଇ ନାଗରିକଙ୍କ ମୃତ୍ୟୁ ହୋଇଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.