ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି, ଉଡ଼ିଲା ଆଜବେଷ୍ଟସ

ଜହ୍ନ।ପଙ୍କ ୧/୬: ବୌଦ୍ଧ ବ୍ଲକ୍ ପଦ୍ମନପୁର୍ ପଂଚାୟତ ଅନ୍ତର୍ଗତ ବଡଖଳିଗାଁରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଅପରାହ୍ନ ପ୍ରାୟ ୫ ଟାରେ ହଠାତ ପବନ ସାଙ୍ଗକୁ ବର୍ଷା ହେବାରୁ ଗାଁର ମୟସେନ ରଣାଙ୍କ ଘର ପାଖରେ ଥିବା ଏକ ଜାମୁ ଗଛ ଭାଙ୍ଗି ଘର ଉପରେ ପଡ଼ିବାରୁ ଘର ଭାଙ୍ଗି ଯାଇଛି। ଏହା ସହିତ ରଘୁନାଥ ବାରିକଙ୍କ ଘରର ଆଜବେ୍ଟସ ଭାଙ୍ଗି ଯାଇଛି। ଗାଁ ର ଦିଲ୍ଲିପ ପ୍ରଧାନ, ବିଶ୍ଵାମିତ୍ର ରଣାଙ୍କ ଗୁହାଳର ଛପର ଉଡ଼ାଇ ନେଇଥିବା ବେଳେ ବିଶ୍ଵାମିତ୍ର ଲଉରିଆ, ରଞ୍ଜନ ରଣା, ଅଜିତ ସାହୁ, ପଙ୍କଜ ପରିଡ଼ା, ଗିରିଧାରୀ ସାହୁ, ବିଜୟ ରଣା, କୈକେୟୀ ପ୍ରଧାନଙ୍କ ଘରର ଚାଳ ଛ।ଉଣୀ ସମୂର୍ଣ୍ଣ ଉଡ଼ାଇ ନେଇଛି। ଖରାରୁ ରକ୍ଷା ପାଇବା ପାଇଁ ଜରି ଟାଣି ରହୁଛନ୍ତି। ଦୁଃଖର ବିଷୟ ୨୦୧୧ ତୃଟି ପୂର୍ଣ୍ଣ ଏସ ଇ ସି ସି ସର୍ଭେ ଯୋଗୁଁ ଏମାନଙ୍କୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏମାନଙ୍କ ନାଁ ନାହିଁ। ତୁରନ୍ତ ରାଜସ୍ବ ବିଭାଗ କ୍ଷୟ କ୍ଷତିର ଆକଳନ କରି କ୍ଷତି ପୂରଣ ଦେବା ସହିତ ଜରି ଯୋଗାଇ ଦେବାକୁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.