ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କିମ୍‌ ଜୋଙ୍ଗ ଉନ୍‌ ଜୀବିତ ଏବଂ ଭଲ ଅଛନ୍ତି - ସୂଚନା ଦେଲେ ଦକ୍ଷିଣକୋରିଆ ସରକାରଙ୍କ ପରାମର୍ଶଦାତା

ସିଓଲ୍‌ ଏପ୍ରିଲ ୨୬ ତାରିଖ - ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କର ହାର୍ଟ ଅପରେସନ୍‌ ପରେ ସେ ଗୁରୁତର ହୋଇଯାଇଥିବା ଚର୍ଚ୍ଚା ହେଉଥିଲା । ଅପରେସନ୍‌ ପରେ ସେ କୋମାକୁ ଚାଲିଯାଇଥିବା କିଛି ଅନ୍ତର୍ଜାତୀୟ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଚୀନ୍‌ ଓ ହଙ୍ଗକଙ୍ଗ୍‌ରେ ଜଣେ ବରିଷ୍ଠ ପତ୍ରକାର କିମ୍‌ ଜୋଙ୍ଗ ଉନ୍‌ଙ୍କର ମୃତ୍ୟୁ ହୋଇଥିବା ଏକ ବିଶ୍ୱସ୍ତ ସୁତ୍ରରୁ ସେ ଏହି ଖବର ପାଇଥିବା କଥା କହିଥିଲେ ।

{"id":113727,"sizeSlug":"large"}

ମାତ୍ର ଏହି କଥାକୁ ଦକ୍ଷିଣ କୋରିଆ ସରକାରଙ୍କର ଜଣେ ପରାମର୍ଶଦାତା ଖଣ୍ଡନ କରିଛନ୍ତି ।

{"id":114388,"sizeSlug":"large"}

ଏକ ରେଜର୍ଟ ନିକଟରେ କିମ୍‌ଙ୍କର ବ୍ୟକ୍ତିଗତ ଟ୍ରେନ୍‌କୁ ଠାବ କରାଯାଇଛି । ସେ ଜୀବିତ ଅଛନ୍ତି ଓ ଭଲ ଅଛନ୍ତି ବୋଲି ଏହି ପରାମର୍ଶଦାତା ସୂଚନା ଦେଇଛନ୍ତି । ଦକ୍ଷିଣକୋରିଆ ସରକାରଙ୍କ ପରାମର୍ଶଦାତା ଚୁଙ୍ଗ୍‌ ଇନ୍‌ ମୁନ୍‌ ଏହି ସୂଚନା ଦେଇଛନ୍ତି ।

{"id":105563,"sizeSlug":"large"}

ସାଟେଲାଇଟ୍‌ ଚିତ୍ରମାନଙ୍କରୁ ଏପ୍ରିଲ ୧୩ ତାରିଖରୁ ସେ ଏହି ସ୍ଥାନରେ ରହିଥିବା କଥା ଜଣା ପଡିଥିବା କଥା ମୁନ୍‌ କହିଛନ୍ତି । ଉତ୍ତରକୋରିଆର ଓ୍ୱୋନସାନ୍‌ ଅଞ୍ଚଳରେ ସେ ରହିଥିବା କଥା ମୁନ୍‌ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.