ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ରାଜ୍ୟବାସୀ ୬ ମାସ ପାଇଁ କୋରନା ସହ ଲଢେଇ କରିବାକୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର - କରୋନା ଭାଇରସ୍‌ ସହ ଲଢେଇ ପାଇଁ ପୁରା ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବିଭଇନ୍ନ ଯାତ୍ରା ଓ ଉତ୍ସବ ଉପରେ କଟକଣା ଜାରି କରିଛନ୍ତି । ବିବାହ ଓ ଅନ୍ୟ ଉତ୍ସବ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଗହଳ ମଧ୍ୟରୁ ନଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି ।


ଓଡିଶାର କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ରାଜ୍ୟରେ ପରୀକ୍ଷା ପାଇଁ ଯାଇଥିବା ୨୨ଟି ଯାକ ରିପୋର୍ଟ ନେଗେଟିଭ୍‌ ଆସିଛି ।

ଏପର୍ଯ୍ୟନ୍ତ ବିଶ୍ୱର ୧୧୫ଟି ଦେଶକୁ କରୋନା ବ୍ୟାପି ସାରିଲାଣି । ଲୋକମାନଙ୍କୁ ପରିଷ୍କାର ରହିବା ସହ ହାତକୁ ସାବୁନ ଓ ପାଣିରେ ବାରମ୍ବାର ଧୋଇବା , ମାସ୍କ ବ୍ୟବହାର କରିବା । କାଶ,ଛିଙ୍କ ଓ ଥଣ୍ଡା ହୋଇଥିବା ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ହାତକୁ ବାରମ୍ବାର ପାଟି, ଆଖି ଓ ନାକରେ ନ ମାରିବା ପାଇଁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.