ଭୁବନେଶ୍ବର,୨୩।୧୦ : ବାତ୍ୟା ଦାନା  ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। ଗୁରୁବାର ରାତି ଓ ଶୁକ୍ରବାର ସକାଳ ସୁଦ୍ଧା ବାତ୍ୟା ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ। ବାତ୍ୟାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ କେତେକ ଟ୍ରେନ ବାତିଲ କରାଯାଇଛି। ଏଥି ସହ କେତେକ ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି।  ଟ୍ରେନ ଚଳାଚଳ  ସମ୍ପର୍କରେ ଯାତ୍ରୀମାନେ ଜାଣିବା ପାଇଁ ରେଳ ବିଭାଗ ପକ୍ଷରୁ ହେଲପଲାଇନ ନଂ ଜାରି କରାଯାଇଛି। 

ଭୁବନେଶ୍ବର :  8114382371

ପୁରୀ :  8926100356

କଟକ :  8114382359

ଖୋର୍ଦ୍ଧା :  8926100215, 8114382349

ପାରାଦୀପ :  8114388302

ଯାଜପୁର – କେନ୍ଦୁଝରଗଡ :  8114382342

ଭଦ୍ରକ : 8114382301

ପଲାସା :  8114382319

ବ୍ରହ୍ମପୁର :  8114382340

ସମ୍ବଲପୁର ଷ୍ଟେସନ :  8249999674

ସମ୍ବଲପୁର ସିଟି ଷ୍ଟେସନ :  9437386759

ଟିଟିଲାଗଡ ଷ୍ଟେସନ :  8280131465

ବିଶାଖାପଟନମ୍‌ :  0891-2746330; 0891-2744619; 8712641255; 7780787054

ବିଜୟାନଗରମ :  08922-221202; 8712641260.

ଶ୍ରୀକାକୁଲମ ରୋଡ :  08942-286213; 08942-286245

ଦୁଭାଡା : 8500358524

ରାୟଗଡା :  06856223400, 9439741071