ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ହନିମୁନରେ ଓ୍ୱାନପିସ୍‌ କପଡାରେ ଦେଖାଦେଲେ ରାଖି ସାଓ୍ୱନ୍ତ, ପ୍ରଶଂସକ ଦେଲେ ଏପରି ଜବାବ

ନୂଆଦିଲ୍ଲୀ . - ବିବାଦୀୟ ରାଣୀ ରାଖି ସାଓ୍ୱାନ୍ତ ଗତ କିଛି ଦିନ ଧରି ନିଜ ଗୁପ୍ତ ବିବାହ ପାଇଁ ଚର୍ଚ୍ଚାରେ ରହିଥିଲେ । ପରେ ସେ ଜଣେ ଜଣାଶୁଣା ଉଦ୍ୟୋଗପତିଙ୍କୁ ବିବାହ କରିଥିବା ନିଜେ ସ୍ୱୀକାର କରିଥିଲେ । କେବଳ ସେତିକି ନୁହଁ ହାତରେ ମେହେନ୍ଦୀ ଓ ମୁଣ୍ଡରେ ସିନ୍ଦୁର ଲଗାଇ ସାମାଜିକ ଗଣମାଧ୍ୟମରେ ନିଜ ବିବାହ ଖବର ଉପରୁ ପରଦା ହଟାଇଥିଲେ ।

{"id":35707}

ଏବେ ରାଖି ବ୍ରାଇଡାଲ୍‌ ମେକ୍‌ଅପ୍‌ ସହ ଲାଲ୍‌ ରଙ୍ଗର ଓ୍ୱାନ ପିସ୍‌ କପଡା ପିନ୍ଧି ଫଟୋସୁଟ୍‌ କରିଛନ୍ତି । ଏହି ଫଟୋସୁଟ୍‌କୁ ସେ ନିଜ ଇନଷ୍ଟାଗ୍ରାମ ସହ ବିଭିନ୍ନ ସୋସିଆଲ୍‌ ସାଇଟ୍‌ରେ ସେୟାର କରିଛନ୍ତି । ହନିମୁନ ସମୟରେ ସେ ଏହି ଫଟୋ ସୁଟ୍‌ କରିଥିବା କଥା ଉଲ୍ଲେଖ କରିଛନ୍ତି ।

{"id":35708}

ଏହି ଫଟୋସୁଟ୍‌ରେ ରାଖି ଲାଲ୍‌ ରଙ୍ଗର ପୋଷାକ ସହ କଳା ରଙ୍ଗର ଚଷମା ପିନ୍ଧିଥିବା ନଜର ଆସୁଛନ୍ତି । ନିଜ ପତିଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି .

{"id":35709}

ଏଥିରେ ତାଙ୍କ ଫଲୋରସ୍‌ମାନେ ତାଙ୍କୁ ଟ୍ରୋଲ କରିବା ଛାଡି ନାହାନ୍ତି। ବିବାହ ହୋଇ ଗଲାଣି ସୁଧିରିଯାଅ, ଏପରି କପଡା ନୁହଁ ପୁରା କପଡଜା ପିନ୍ଧ , କପଡା ତୁମକୁ ହେଉ ନାହିଁ ବଡ ପୋଷାକ ପିନ୍ଧ ବୋଲି ଉଲ୍ଲେଖ କରିଛନ୍ତି ।

{"id":35710}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.