ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରଜରାଜନଗରରେ ସୁରେଶ ବିଜୟୀ, ହାରିଲେ ଅଳକା

ଭୁବନେଶ୍ବର, ୪।୬ : ବ୍ରଜରାଜନଗର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ସେଠାରୁ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପରାଜୟ ହୋଇଛନ୍ତି।  ସୁରେଶ ୮୨୧୯୯ ଖଣ୍ଡ ଭୋଟ ପାଇଥିବା ବେଳେ ଅଳକା ୫୫୪୧୦ ଖଣ୍ଡ ଭୋଟ ପାଇଛନ୍ତି।  ସୁରେଶ ୨୬୭୮୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ  କିଶୋର ଚନ୍ଦ୍ର ପଟେଲ ୨୧୮୦୯ ଖଣ୍ଡ ଭୋଟ ପାଇଛନ୍ତି। 

 ସୁରେଶ ପୂଜାରୀ ୨୦୧୯ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଦଳ ତାଙ୍କୁ ବ୍ରଜରାଜନଗରରୁ ବିଧାନସଭା ପ୍ରାର୍ଥୀ  କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.