ରବିବାର ରାଶିଫଳ: ସକାଳ ୯ଟା ୪୩ ମିନିଟ୍ ପରେ ତୃତୀୟ ଚନ୍ଦ୍ରଯୋଗୁ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଲାଗିରହିବ; ମା’ ଗାୟତ୍ରୀଙ୍କୁ ଧ୍ୟାନ କରନ୍ତୁ ଏହି ରାଶିର ବ୍ୟକ୍ତି
ମେଷ: ଘାତବାର ଓ ତୃତୀୟ ଏବଂ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗହେଉଥିବାରୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ...