ଭୁବନେଶ୍ବର,୨୬/୬ : ରାଇରଙ୍ଗପୁର ଗୋରଡ଼ାପାଣି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରୁ ଖସିଲା ବାଇକ୍ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି...