China Mining Accident: ଚୀନ୍ର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକ ମୃତ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜିନପିଙ୍ଗଙ୍କ ନିର୍ଦ୍ଦେଶ...
ନୂଆଦିଲ୍ଲୀ: ଚୀନର ଉତ୍ତର ଅଂଚଳର ଶାନସିରେ ଏକ କୋଇଲା ଖଣିରେ ଏକ ଭୟଙ୍କର ଗ୍ୟାସ ବିସ୍ଫୋରଣରେ ଅତି କମରେ ୯୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ୨୦୦...