ଲକଡାଉନ୍ ସମୟରେ ଗଣଦୁଷ୍କର୍ମ ଅଭିଯୋଗ, ୯ ଜଣଙ୍କୁ ଖୋଜୁଛି ପୋଲିସ 27/03/2020 at 6:02 PM ଦୁମକା ୨୭/୩: ସାରା ଦେଶ ଲକଡାଉନ୍ । ରାସ୍ତା ଘାଟ ଶୁନଶାନ୍ । ସବୁଆଡେ ଖାଁ ଖାଁ । ଏହା ମଧ୍ୟରେ ଝାରଖଣ୍ଡରେ ଏହାର ଫାଇଦା ନେଇ...