ଆସିକାର ଓମ୍ ହେବେ ବାର୍କ ବୈଜ୍ଞାନିକ 11/01/2021 at 2:14 PM ଆସିକା,୧୧/ ୦୧: ନିଷ୍ଠା ଓ ଲକ୍ଷ୍ୟ ଯଦି ଠିକ ଥିବ, ଯେ କେହି ସଫଳ ହେବା ନିଶ୍ଚିତ । ଏହା କହିଛନ୍ତି ଦିଲ୍ଲୀ ଆଇଆଇଟି ଛାତ୍ର ଓମ୍...