ଅଷ୍ଟମ ବେତନ କମିଶନ, ଏଲ୍ପିଜି, ପାନ୍, ରାସନ କାର୍ଡ... ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ ଏହି ସବୁ ପରିବର୍ତ୍ତନ, ଆପଣଙ୍କ ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ
ନୂଆଦିଲ୍ଲୀ,୨୮/୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି, ଏବଂ ୨୦୨୬କୁ ସ୍ବାଗତ କରିବାକୁ ଆମେ ସମସ୍ତେ ପ୍ରସ୍ତୁତ। ନୂତନ ବର୍ଷ ନୂତନ ଆଶା ଏବଂ ପରିବର...