ବ୍ରହ୍ବଗିରି ଦୁଷ୍କର୍ମ ମାମଲା ପରେ ସରକାରଙ୍କୁ ଘେରିଲେ ବିରୋଧୀ; ୧୮ ମାସ ଭିତରେ ରାଜ୍ୟରେ ମହିଳା ଅପରାଧ ସମ୍ପର୍କିତ ତଥ୍ୟ ରଖିଲେ ବିଜେଡି ନେତା ସଞ୍ଜୟ ଦାସ ବର୍ମା
ଭୁବନେଶ୍ବର,୨୭/୧୨: ଦୀର୍ଘ ୧୮ ମାସ ମଧ୍ୟରେ ନୂତନ ସରକାର ଭିତରେ ରାଜ୍ୟ ସାରା ଦେଶରେ ଚରମ ଭାବେ ନିନ୍ଦିତ ହୋଇଛି । ମହିଳା ଅସଦାଚରଣ, ମହିଳାଙ୍କ...