1 min read କେହି ଶୁଣିଲେନି, ଅସୁସ୍ଥ ବାପାଙ୍କୁ ଟ୍ରଲିରେ ନେଇ ହସ୍ପିଟାଲରେ ପହଞ୍ଚିଲା… 12/02/2023 at 4:34 PM ଭୋପାଳ ୧୨/ ୦୨: ମୋ ବାପାଙ୍କ ସାହାରା ମୁଁ ହେବି । ମୁଁ ହେବିନି ତ ଆଉ କିଏ ହେବ? ଦୁଃଖ ଲାଗୁଛି, କଷ୍ଟ ବି ହେଉଛି...