PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଶ୍ରାବଣ ମାସରେ ୧ଟଙ୍କିଆ ମୁଦ୍ରା ବଦଳାଇଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ମସସ୍ୟା ଲାଗିରହିଥାଏ। ଏହି ସମସ୍ୟା ଯୋଗୁଁ ଲୋକମାନେ ମଧ୍ୟ ମାନସିକ ଅବସାଦରେ ରହିଥାନ୍ତି। ଏମିତିରେ ପ୍ରତ୍ୟେକ ବ୍ୟକ୍ତି ଦୁଃଖ, କ​‌ଷ୍ଟ ତଥା ମାନସିକ ଅବସାଦରୁ ଦୂରେଇ ରହିବାକୁ ଚାହିଁଥାନ୍ତି। କିନ୍ତୁ ତାହା ପୂର୍ବରୁ ଆପଣଙ୍କୁ ଏହା ଜାଣିବା ଜରୁରୀ ଯେ କିଭଳି ସମସ୍ୟା ଭିତରୁ ନିଜକୁ ମୁକୁଳେଇବେ।

ଯଦି ଆପଣଙ୍କ ଘରେ କୈାଣସି ବ୍ୟକ୍ତି ଅଧିକ ଦିନ ଧରି ରୋଗରେ ପଡ଼ି ରହୁଛି ଆଉ ଚିକିତ୍ସା କରିବା ପରେ ବି କୈାଣସି ଫାଇଦା ହେଉନାହିଁ। ତେ​ବେ ଆପଣ ଏକ ପାତ୍ରରେ ଧଳା ଲୁଣ ଏବଂ ୧ଟଙ୍କିଆ ମୁଦ୍ରା ରଖିଦିଅନ୍ତୁ। ଦେଖିବେ କିଛି ମଧ୍ୟରେ ତାଙ୍କ ଦେହ ସୁସ୍ଥ ହୋଇଯିବ।

ଯଦି ଆପଣଙ୍କ ଘରେ କୈାଣସି ଛୁଆ ଉପରେ ନଜର ଲାଗୁଛି ଆଉ ପିଲାଟି ସବୁବେଳେ କାନ୍ଦୁଛି କିମ୍ବା ମା କ୍ଷୀର ପିଇବା ବନ୍ଦ କରିଦେଇଛି। ତେବେ ବଜାରକୁ ଯାଇ କିଛି ଲଙ୍କା ଆଣି ସେଥିରେ ନଜର କାଢ଼ି ଦିଅନ୍ତୁ। ଏଥିପାଇଁ ମାତ୍ର ୧ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା କରିବା ଦ୍ବାରା ଖରାପ ନଜର ପିଲାଠାରୁ ଦୂରେଇ ଯାଇଥାଏ।