ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୋଲିରେ ଅଘଟଣ ରୋକିବାକୁ ପଦକ୍ଷେପ, ଭୁବନେଶ୍ୱର ଉପକଣ୍ଠ ନଦୀ ତୁଠରେ ରହିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ବର,୨୫।୩ : ହୋଲିରେ ଅଘଟଣ ରୋକିବାକୁ ପ୍ରସ୍ତୁତ ଅଗ୍ନିଶମ ବାହନୀ । ଭୁବନେଶ୍ୱର ଉପକଣ୍ଠ ନଦୀ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ । ପାଞ୍ଚଟି ବିପଦପୂର୍ଣ୍ଣ ତୁଠ ଅଗ୍ନିଶମ ବାହିନୀ ପକ୍ଷରୁ  ଚିହ୍ନଟ କରାଯାଇଛି।  ସେହି  ପାଞ୍ଚଟି ସ୍ଥାନରେ ଥିବା ଗାଧୁଆ ତୁଠ ରେ ମୃତୟନ ହେବେ କର୍ମଚାରୀ। କୁଆଖାଇ , ଦୟା , ଧଉଳି ପୁରୀ କେନାଲ ,  ବାଲିପାଟଣା , ବାଲିଅନ୍ତା ବଙ୍କୁଆଲ ନଦୀ ଗୁଡ଼ିକ ତୁଠ ରେ ମୁତୟନ ରହିବେ ।

ନଦୀର ଗାଧୁଆ ତୁଠରେ  ଲାଇଫ ବୟ ମୃତୟନ ରହିବେ।  ଲାଇଫ ଜ୍ୟାକେଟ , ମେସିନ ରବର୍ ବୋଟ ତୁଠ ନିକଟରେ ରହିବ। କୁଆଖାଇ , ଦୟା , ଧଉଳି ପୁରୀ କେନାଲ ,  ବାଲିପାଟଣା , ବାଲିଅନ୍ତା ବଙ୍କୁଆଲ ନଦୀ ଗୁଡ଼ିକର ପ୍ରତି ତୁଠରେ ୬ ଜଣ ରେସ୍କୁୟୁ ଟିମ୍ ରହିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.