ବୀରମହାରାଜପୁର ୬/୩: ସୋନପୁର ଜିଲ୍ଲା ସୁବଳୟା ଥାନା ବଡ଼ କିରାସିରା ନିକଟ ରେଙ୍ଗାଳ ନାଳ ପୋଲ ଉପରୁ ଟ୍ରାକ୍ଟର ଖସି ପଡ଼ିବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଟ୍ରାକ୍ଟର ଡ୍ରାଇଭର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚୁଡାପୁଡୁଗ ପଞ୍ଚାୟତ ଭରତାପୁର ଗାଁର ବଳରାମ ଗର୍ଡିଆ (୩୫) ଏବଂ ଶ୍ରମିକ ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ବଡ଼ କିରାସିରା ଗାଁର ଲକ୍ଷ୍ମୀକାନ୍ତ ପଧାନ (୩୬) । ଟ୍ରାକ୍ଟରଟି ନମ୍ବର ବିହୀନ ହୋଇଥିବାରୁ ଏହାର ମାଲିକ ସମ୍ପର୍କରେ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
{"id":96797,"width":746,"height":560,"sizeSlug":"large"}ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ହେମନ୍ତ ସୋରେନଙ୍କ ପତ୍...