PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଟ୍ରେନରୁ ଖସିପଡ଼ିଲେ ଦୁଇ ଯାତ୍ରୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ହେଲେ ଭର୍ତ୍ତି  

ଯାଜପୁର, ୧୯/୧୧:  ଟ୍ରେନ୍ ଛାଡ଼ିଦେବାରୁ ଖସିପଡ଼ିଲେ ୨ ଯାତ୍ରୀ । ଟ୍ରେନକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ୍ । ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ । ଟ୍ରେନରୁ ଖସିପଡ଼ିଥିବା ଦୁଇଜଣ ଯାତ୍ରୀଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥି ମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ୩୬ ବର୍ଷୀୟ ବଟକୃଷ୍ଣ ସେଠୀ ବୋଲି ଜଣାପଡ଼ିଛି ।