ପ୍ରମୁଖ ଖବର
  • କେକେଆର ବନାମ ଆରସିବି: ୬ ଓ୍ବିକେଟ ହରାଇ ୧୮୨ ରନ୍‌ କଲା ବେଙ୍ଗାଲୁରୁ
  • ||
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଟାୟାର ଗଦାରେ ଲାଗିଲା ନିଆଁ

 ଝାରସୁଗୁଡା, ୧୫।୩ ଚାରିଆଡ଼େ ଖରା ତାତି ବଢୁଥିବା ବେଳେ ଝାରସୁଗୁଡ଼ାରେ ଥିବା ଏକ ଟାୟାର ଗଦାରେ ନିଆଁ ଲାଗି ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ନିଆଁକୁ ଆୟତ୍ତ କରିବାକୁ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।

ଝାରସୁଗୁଡ଼ା ସହରର ଅନତିଦୂରରେ ଥିବା ଲହଣ୍ଡାବୁଡ ସ୍ଥିତ ଜିଏ ଇଣ୍ଡଷ୍ଟ୍ରୀ କାରଖାନା ବାହାରେ ଗଦା ହୋଇଥିବା ଅବ୍ୟବହୃତ ଟାୟାର ଗଦାରେ ନିଆଁ ଲାଗି ଯାଇଥିଲା।  ଏଥିରେ  ଚାରିଆଡ଼େ  ଧୁଆଁମୟ ହୋଇଥିଲା।ଏହି ଧୁଆଁ ଯୋଗୁଁ ପ୍ରାୟ ୫  କିଲୋମିଟର ପର୍ଯ୍ୟନ୍ତ ପରିବେଶ କୁ ଦୂଷିତ କରୁଥିଲା। ଖବରପାଇ ଝାରସୁଗୁଡ଼ା ଦମକଳ କେନ୍ଦ୍ରର ଦୁଇଟି, ଜେଏସଡବ୍ଲୁ କାରଖାନା ଓ ବେଦାନ୍ତ ଆଲୁମିନିୟମ କାରଖାନାରୁ ଦୁଇଟି ଦମକଳ ପହଞ୍ଚି ନିଆଁ କୁ ଆୟତ୍ତ କରିଛି। ନିଆଁ ଅନ୍ୟ ସ୍ଥାନକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ କରାଯାଇ ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.