ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଟୁଇନ୍ ସିଟି ସମେତ ୧୨ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର, ୫।୮: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଓଡ଼ିଶାର ୧୨ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଥିବା ସୂଚନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ରଥଙ୍କ ଘରେ ଚଢ଼ାଉ କରାଯାଇଥିଲା । ଅତିରିକ୍ତ ମୁଖ୍ୟ ଇଞ୍ଜିନିୟର, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ, ମୁଖ୍ୟ ନିର୍ମାଣ ଇଞ୍ଜିନିୟର, ୯ ଡିଏସ୍‌ପି, ୧୧ ଜଣ ଇନସପେକ୍ଟରଙ୍କ ନେତୃତ୍ୱରେ କଟକ ସମେତ ଭୁବନେଶ୍ୱର, ଭଦ୍ରକ, ଯାଜପୁର,ଭଦ୍ରକ, ଖୋର୍ଦ୍ଧା ଆଦି ୧୨ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଥିଲା । 

ଭୁବନେଶ୍ୱର ରସୁଲଗଡ଼ ସତ୍ୟ ବିହାରରେ ଥିବା ପ୍ରଦୀପଙ୍କ ଆବାସିକ ଘର ସମେତ ଚନ୍ଦ୍ରଶେଖରପୁରସ୍ଥି ଆପାର୍ଟମେଣ୍ଟ, ଭଦ୍ରକର ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, କଟକ ବାରବାଟୀ ଷ୍ଟାଡିୟମ୍‌ରେ ଥିବା ଅଫିସ୍ ରୁମ୍, ଭଦ୍ରକ ଅଗରପଡ଼ା ଓ ରନ୍ଦିଆହାଟରେ ଥିବା ପୈତୃକ ଘରରେ ଚଢ଼ାଉ କରିଛି ଭିଜିଲାନ୍ସ । ଏହା ବ୍ୟତୀତ ଗୋଟିଏ କ୍ରସର ୟୁନିଟ, ଗୋଟିଏ ଚାରି ଚକିଆ ଗାଡି, ଦୁଇଟି ଜେସିଭି, ଏସ୍କା ଭେକ୍ଟର ମେସିନ, ଯାଜପୁରର ଦୁଇଟି ସ୍ଥାନ, ଖୋର୍ଦ୍ଧାର ଦୁଇଟି ସ୍ଥାନ ଏଥିସହ ପ୍ରଦୀପଙ୍କ ପୁଅଙ୍କର ଆଇଡି ନୟାପଲ୍ଲୀ ମାର୍କେଟରେ ଏକ ମେଡିସିନ୍ ଷ୍ଟୋରରେ ମଧ୍ୟ ଭିଡିଲାନ୍ସ ଚଢ଼ାଉ କରିଛି । ସାରା ଓଡ଼ିଶାରେ ତାଙ୍କର ମୋଟ୍ ୪୨ଟି ପ୍ଲଟ୍ ରହିଥିବାବେଳେ କେବଳ ଯାଜପୁରପୁରରେ ରହିଛି ୩୨ଟି ପ୍ଲଟ୍ । ତାଙ୍କର ମୋଟ୍ ୮୮ ଲକ୍ଷ ଟଙ୍ରକାର ଫିକ୍ସ ଡିପୋଜିଟ୍ ମଧ୍ୟ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.