PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ରାତିରେ ଶବର ପୋଷ୍ଟମର୍ଟମ କରାଯାଏ ନାହିଁ, ସତ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ୟକ୍ତିର ମୃତ୍ୟୁ ପରେ ଶବର ପରୀକ୍ଷଣ କରିବା ପାଇଁ ପୋଷ୍ଟମର୍ଟମ କରାଯାଏ। ଏଥିରୁ ଜଣାପଡେ ଯେ ବ୍ୟକ୍ତିର ମୃତ୍ୟୁ କେଉଁ କାରଣରୁ ହୋଇଛି। ଏହି ପ୍ରକ୍ରିୟା ମୃତ୍ୟୁର ୧୦ଘଣ୍ଟା ଭିତରେ ହିଁ କରାଯାଏ। ଏବଂ ପୋଷ୍ଟମର୍ଟମ କରିବା ପୂର୍ବରୁ ପରିବାର ଲୋକଙ୍କୁ ସହମତି ନିଆଯାଇଥାଏ।

ପ୍ରାୟତଃ ଆପଣ ଦେଖିଥିବେ କେବେ କେବେ ରାତିରେ ଡାକ୍ତର ପୋଷ୍ଟମର୍ଟମ କରନ୍ତି ନାହିଁ। କାରଣ ରାତିରେ ଟ୍ୟୁବଲାଇଟ୍ ଏବଂ ଏଲ୍ଇଡି ଆଲୁଅରେ ଆଘାତର ନାଲି ରଙ୍ଗ ବାଇଗଣୀ ରଙ୍ଗ ଦେଖାଯାଏ। କିନ୍ତୁ ସୂର୍ଯ୍ୟ ଆଲୁଅରେ ଆଘାତର ନାଲି ରଙ୍ଗ ନାଲି ହିଁ ଦେଖାଯାଇଥାଏ। ଏହି କାରଣରୁ ଫାରୋନ୍ସିକ ସାଇନ୍ସରେ ବାଇଗଣୀ ରଙ୍ଗ ଆଘାତକୁ ଉଲ୍ଲେଖ କରାଯାଇପାରିନଥାଏ। ଏଥିରୁ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ିନଥାଏ।

ଏହା ବ୍ୟତୀତ ଆମ ଧର୍ମରେ ମଧ୍ୟ ପୋଷ୍ଟମର୍ଟମ କରିବାକୁ ଅନୁମତି ଦିଆଯାଇନଥାଏ। ଏଥିପାଇଁ ଡାକ୍ତର ରାତିରେ ପୋଷ୍ଟମର୍ଟମ କରିବାକୁ ମନା କରାଯାଇଥାଏ। କୋର୍ଟ ମଧ୍ୟ ଡାକ୍ତରଙ୍କୁ ମନା କରିଥାଏ ପୋଷ୍ଟମର୍ଟମ କରିବା ପାଇଁ।