PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ମହିଳାଙ୍କ ଏହି ଅଙ୍ଗରେ ଲୁଚି ରହିଛି ପୁରୁଷଙ୍କ ଉଜ୍ଜଳ ଭବିଷ୍ୟତ

କୁହାଯାଏ ଯେଉଁ ଘରେ ମହିଳାଙ୍କ ସସ୍କାର ନାହିଁ ସେହି ଘରେ ଦେବା ଦେବୀଙ୍କ ସ୍ଥାନ ନାହିଁ। ବାହାଘର ପୂର୍ବରୁ ନିଜ ଘରେ ଧନସମ୍ପତ୍ତିକୁ ନେଇ କୈାଣସି ପ୍ରକାରର ଅସୁବିଧା ହୁଏ ନାହିଁ। ଜଣେ କନ୍ୟା ଯେତେବେଳେ ବିବାହ କରି ଅନ୍ୟ ଏକ ଘରକୁ ଯାଇଥାଏ ସାଙ୍ଗରେ ନିଜ ସହିତ ଘରର ସୋଭାଗ୍ୟ ନେଇ ଆସିଥାଏ। ପ୍ରତିଟି ଝିଅ ନିଜ ଶାଶୂ ଘର ଏବଂ ବାପା ମାଙ୍କ ଘର ପାଇଁ ଭାଗ୍ୟଶାଳୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଘରର ଲକ୍ଷ୍ମୀଙ୍କ ଏହି ରୂପ ସମ୍ପର୍କରେ।

ମହିଳାଙ୍କ ପାଖରେ କିଛି ଖାସ୍ ବିଶେଷତ୍ବ ରହିଛି ଯାହାର ଉଲ୍ଲେଖ ଶାସ୍ତ୍ରରେ ବି ରହିଛି। ମହିଳାଙ୍କ ପାଖରେ ଏମିତି କିଛି ଖାସ୍ ଅଛି ଯାହାର ତାଙ୍କ ସ୍ବାମୀଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ କରିଥାଏ।

ଆମେ କହୁଛୁ ମହିଳାଙ୍କ ପାଦ ଓ ହାତ ବିଷୟରେ। ମଣିଷର ପାଦ ଓ ହାତରେ ପାଞ୍ଚ ପାଞ୍ଚଟି ଆଙ୍ଗୁଳି ରହିଛି। ଯଦି ପାଦର ପରଷ୍ପର ଆଙ୍ଗୁଳି ମଧ୍ୟରେ ଖାଲି ସ୍ଥାନ ରହିଥିବ, ଗୋଲ ଗୋଲ ରେଖା ଥିବ ତେବେ ଏହା ନିଜକୁ ଓ ନିଜ ସ୍ବାମୀକୁ ସଂଘର୍ଷ ଆଡକୁ ପେଲିଥାଏ।

ଯେଉଁ ମହିଳାଙ୍କ ଗୋଇଠି ଗୋଲ, ସୁନ୍ଦର ଏବଂ ନରମ ହୋଇଥିବ ସେହି ମହିଳା ନିଜ ସ୍ବାମୀ ଏବଂ ଶାଶୁଘର ପାଇଁ ଅଧିକ ଧନଲକ୍ଷ୍ମୀ ହୋଇଥାନ୍ତି। ଅର୍ଥାତ୍ ଯେଉଁଦିନ ଏହିଭଳି ମହିଳାଙ୍କ ପାଦ ତାଙ୍କ ଶାଶୁ ଘରେ ପଡ଼ିବ ସେହି ଘର ଧନ ସମ୍ପତ୍ତିରେ ପୂରି ଉଠିବ।