ଭୁବନେଶ୍ବର, ୨୮/୮ : ରାଜଧାନୀରେ ଅଭାବନୀୟ ଘଟଣା । ପେଟ୍ରୋଲ ଢାଳି ଜଳିଗଲେ ଯୁବକ । ଯୁବକ ଜଣଙ୍କ ହେଲେ ଦୀପକ କୁମାର ସାହୁ ।
ସୂଚନା ଅନୁସାରେ, ପାଣ୍ଡରା ୧୮ନମ୍ବର ଓ୍ବାର୍ଡ଼ ଅଫିସ ପଛପଟେ ଜଳିଯାଇଛନ୍ତି ଦୀପକ । ସେ ଏଭଳି କାହିଁକି କରିଛନ୍ତି ତାହା ଜଣାପଡ଼ିନାହିଁ । କାରଣ ଅସ୍ପଷ୍ଟ ରହିଛି । ଖବରପାଇ ଘଟଣାସ୍ଥଳରେ ମଞ୍ଚେଶ୍ବର ଥାନା ପୋଲିସ ପହଞ୍ଚି ତନାଘନା ଚଳାଇଛି ।