ନୂଆଦିଲ୍ଲୀ,୧୩/୦୫: ଏଲନ୍ ମସ୍କଙ୍କ ନେତୃତ୍ୱାଧିନ ଏକ୍ସ କର୍ପୋରେସନ ଏପ୍ରିଲରେ ଭାରତରେ ୧.୮ ଲକ୍ଷ ଆକାଉଣ୍ଟ ବ୍ୟାନ କରିଛି। ଏହି ଆକାଉଣ୍ଟଗୁଡିକ ଶିଶୁ ଯୌନ ଶୋଷଣ ଏବଂ ନଗ୍ନତାକୁ ପ୍ରସାର କରୁଥିଲେ । ସେହିଭଳି ଆତଙ୍କବାଦ କାର୍ଯ୍ୟକଳାପ ସହ ଜଡିତ ଥିବା ୧୩୦୩ ଆକାଉଣ୍ଟକୁ ବାଦଦେଇଛି କମ୍ପାନି । କମ୍ପାନି ୧୮୫୬୨ ଅଭିଯୋଗ ଲାଭ କରିଥିବା ବେଳେ ଏଗୁଡିକର ସମାଧାନ ପାଇଁ ପ୍ରୟାସ କରିଛି । ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୨୫ ମଧ୍ୟରେ କମ୍ପାନି ୨.୧୨ ଲକ୍ଷ ଆକାଉଣ୍ଟ ହଟାଇ ଦେଇଛି ।
ପ୍ରଜ୍ବଳ ରେଭନ୍ନା ମାମଲାରେ ମୋଦୀଙ୍କୁ ରାହୁଲ ଗାନ୍ଧୀଙ...